Jump to content

ଅତାବିରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ
ବିଧାୟକ: ନିହାର ରଞ୍ଜନ ମହାନନ୍ଦ (ଭାଜପା) (୨୦୨୪)
ଆରକ୍ଷଣ: ଅନୁସୂଚିତ ଜାତି
ମତଦାତା ସଂଖ୍ୟା (୨୦୨୪): ୨,୨୨,୩୪୦
ଜିଲ୍ଲା: ବରଗଡ଼ ଜିଲ୍ଲା
ଲୋକସଭା ଆସନ: ବରଗଡ଼
ପଞ୍ଚାୟତ ସମିତି:
ବିଜ୍ଞାପିତ ଅଞ୍ଚଳ ପରିଷଦ:

ଅତାବିରା (କ୍ରମିକ ସଂଖ୍ୟା: ୪) ବରଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଅତାବିରା (ବି), ଅତାବିରା ବ୍ଳକ ଓ ଭେଡେନ ବ୍ଳକ ।
ଗତ ୨୦୨୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦ ବିଜୁ ଜନତା ଦଳ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କଠାରୁ ୨୮,୯୧୦ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। [୧] [୨][୩]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, କୋରାପୁଟ [୪]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ନିହାର ରଞ୍ଜନ ମହାନନ୍ଦ ୪୯,୩୯୬ ୩୯.୬୫ -
ବିଜଦ ସ୍ନେହାଙ୍ଗିନୀ ଛୁରିଆ ୩୬,୦୬୭ ୨୮.୯୫ -
ସ୍ୱାଧୀନ ମିଲନ ସେଠ ୧୬,୩୦୮ ୧୩.୦୯ -
ଭାଜପା ବିପିନ ଭୁସାଗର ୧୧,୦୬୬ ୮.୮୮ -
ବସପା ମୁକ୍ତେଶ୍ୱର ମେହେର ୩,୯୩୨ ୩.୧୬ -
ସପା ପ୍ରେମରାଜ ନିଆଳ ୩,୪୬୨ ୨.୭୮ -
ସ୍ୱାଧୀନ ଚମାର ମହାନନ୍ଦ ୧,୨୨୬ ୦.୯୮ -
ସ୍ୱାଧୀନ ବ୍ରଜ ମୋହନ କାଲେଟ ୧,୧୨୨ ୦.୯୦ -
ଓଡ଼ିଶା ମୁକ୍ତି ମୋର୍ଚ୍ଚା ଶୁକ୍ର ମୁଦୁଲି ୧୮୧୮ ୨.୨୨ -
ଆରପିଆଇ (ଆ) ପ୍ରେମାନନ୍ଦ କହଁର ୧,୦୧୬ ୦.୮୨ -
ଭୋଟ ବ୍ୟବଧାନ ୧୩,୩୨୯ ୧୦.୭୦* -
ମତଦାନ ହାର ୧,୨୪,୬୨୦ ୬୫.୮୯ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୦୯ରେ ପ୍ରଥମ ଥର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ହେଲେ:

ଆଧାର[ସମ୍ପାଦନା]

  1. "Attabira Assembly Election 2009, Orissa". empoweringindia.org. Archived from the original on 1 January 2014. Retrieved 24 May 2013. Constituency: Attabira (4) District : Bargarh
  2. Assembly Constituencies and their Extent
  3. Seats of Odisha
  4. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  5. ଆଧାର ଭୁଲ: ଅଚଳ <ref> ଚିହ୍ନ; :1 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  6. ଆଧାର ଭୁଲ: ଅଚଳ <ref> ଚିହ୍ନ; :0 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।

ବାହାର ତଥ୍ୟ[ସମ୍ପାଦନା]