ଅଲେଖଚନ୍ଦ୍ର ପଢ଼ିଆରୀ
Appearance
ଅଲେଖଚନ୍ଦ୍ର ପଡ଼ିଆରୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଅଲେଖଚନ୍ଦ୍ର ପଡ଼ିଆରୀ |
ବୃତ୍ତି | କବି |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ଗୀତି ବର୍ଣ୍ଣାଳୀ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୭[୧] |
ଅଲେଖଚନ୍ଦ୍ର ପଡ଼ିଆରୀ ଜଣେ ଓଡ଼ିଆ ଗୀତିକବି । ୨୦୦୭ ମସିହାରେ ତାଙ୍କୁ ତାଙ୍କର ଗୀତିକବିତା ଗୀତି ବର୍ଣ୍ଣାଳୀ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ରଚନାବଳୀ[ସମ୍ପାଦନା]
- ଗୀତି ବର୍ଣ୍ଣାଳୀ (ଗୀତିକବିତା)
ପୁରସ୍କାର[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "୨୦୦୪, ୨୦୦୫, ୨୦୦୬ ମସିହାରେ ପ୍ରକାଶିତ ୨୦୦୭ ବର୍ଷର ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 16 June 2021. Retrieved 15 July 2022.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର". The Reader Wiki, Reader View of Wikipedia. Retrieved 2022-07-31.