Jump to content

ଆଲୋଚନା:ସମ୍ବର

Page contents not supported in other languages.
ଉଇକିପିଡ଼ିଆ‌ରୁ

ଏହାର ବୈଜ୍ଞାନିକ ନାମ ହେଲା rusa aristotelis/ rusa equina ଭାଷାକୋଷ ଏ ସମ୍ବନ୍ଧରେ ଲେଖାଟିଏ ଇଂରାଜି ଉଇକିପିଡ଼ିଆରେ ନାହିଁ

ଏହାର ବନାନକୁ ନେଇ ମୋ ମନରେ ସନ୍ଦେହ ରହିଛି। ସମ୍ବର ଲେଖିଲେ ତା’ର ଅର୍ଥ ମସଲା ହୋଇପାରେ। ଭାଷାକୋଷ ଅନୁସାରେ ସମ୍ବର, ଶମ୍ବର ଦୁଇଟିଯାକ ଠିକ୍। ଉତ୍କଳ ପ୍ରସଂଗର ମୂଳ ଲେଖାରେ ସମ୍ବର ଲେଖାଅଛି।

ଦୟାକରି ବିଚାର କରିବେ ଓ ଏହାର ଶ୍ରେଣୀ କରଣ ବି କରିଦେବେ।

ଇଂରାଜି ଉଇକିପିଡ଼ିଆରେ ସମ୍ବର Sambar (deer) ବାବଦରେ ଲେଖାଟିଏ ଅଛି । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୮:୪୯, ୧୯ ଏପ୍ରିଲ ୨୦୧୨ (UTC)