Jump to content

ଉଇକିପିଡ଼ିଆ ଆଲୋଚନା:ଭାରତୀୟ ନିର୍ବାଚନ ଗଣ-ସମ୍ପାଦନା ୨୦୨୪

Page contents not supported in other languages.
ଉଇକିପିଡ଼ିଆ‌ରୁ

ଆଲୋଚନା ସଭା]ରେ ହୋଇଥିବା ଆଲୋଚନା ଏଠାରେ ଦେଖିପାରିବେ ।


ଏହି ଗଣ-ସମ୍ପାଦନାଟିର ସମୟସୀମା ଯଦିଓ ଅଧିକ (୨୦ ଦିନ) ରଖାଯାଇଥିଲା, କିନ୍ତୁ ସ୍ୱଳ୍ପ ସଂଖ୍ୟକ ବ୍ୟବହାରକାରୀ ଓ ସମୟ ଅନୁପଯୋଗୀ ହେବା ଯୋଗୁଁ, ଆଶା ଅନୁସାରେ କାମ ହୋଇପାରୁନାହିଁ, ତେଣୁ ଗଣ-ସମ୍ପାଦନାଟିକୁ ଆଉ କିଛି ଘୁଞ୍ଚାଇବାକୁ ମୁଁ ମତ ରଖୁଛି । -ଗପୁ (ମୋ ଆଲୋଚନା) ୨୩:୪୦, ୨୦ ଜୁନ ୨୦୨୪ (IST)[reply]
ମୁଁ ଟିକେବ୍ୟସ୍ତ ଥିବାରୁ ଯୋଡ଼ି ପାରିନି । ଆଉ କିଛି ଦିନ ବଢ଼େଇଲେ ଭଲ ହେବ । ଅନୁମାନେ ବି ଯୋଡ଼ି ପାରିବେ । ଜ୍ଞାନ ମୋତେ କିଛି କହିବେ ୧୦:୫୧, ୨୩ ଜୁନ ୨୦୨୪ (IST)[reply]
ଏକମତ Psubhashish (ମୋ ଆଲୋଚନା) ୧୬:୩୩, ୨୩ ଜୁନ ୨୦୨୪ (IST)[reply]
ସମର୍ଥନ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୨:୪୩, ୨୪ ଜୁନ ୨୦୨୪ (IST)[reply]
ମତାମତ ପାଇଁ ସାଧୁବାଦ । ଏହି ଗଣ-ସମ୍ପାଦନାକୁ ଆଉ ୧୦ ଦିନ, ଅର୍ଥାତ ୪ ଜୁଲାଇ ଯାଏଁ ବଢ଼ଗଲା ।