Jump to content

ଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକା

ଉଇକିପିଡ଼ିଆ‌ରୁ


ପ୍ରଧାନମନ୍ତ୍ରୀଗଣ (୧୯୩୭-୧୯୪୭)[ସମ୍ପାଦନା]

କ୍ରମିକ ସଂଖ୍ୟା ନାମ ଛବି କାର୍ଯ୍ୟ ଆରମ୍ଭ କାର୍ଯ୍ୟ ଶେଷ ଦଳ କାର୍ଯ୍ୟ କରିଥିବା ଦିନ ବିଧାନ ସଭା
କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ୧ ଅପ୍ରେଲ ୧୯୩୭ ୧୯ ଜୁଲାଇ ୧୯୩୭ ସ୍ୱାଧୀନ ୧୦୯ ଦିନ ସ୍ୱାଧୀନତା ପୂର୍ବର ୧ମ ବିଧାନ ସଭା

(୧୯୩୭-୧୯୪୫)

ବିଶ୍ୱନାଥ ଦାସ ୧୯ ଜୁଲାଇ ୧୯୩୭ ୬ ନଭେମ୍ବର ୧୯୩୯ ଭାରତୀୟ ଜାତୀୟ କଂଗ୍ରେସ ୨ ବର୍ଷ, ୧୦୮ ଦିନ
(୧) କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ୨୪ ନଭେମ୍ବର ୧୯୪୧ ୩୦ ଜୁନ ୧୯୪୪ ସ୍ୱାଧୀନ ୨ ବର୍ଷ, ୨୧୩ ଦିନ
ହରେକୃଷ୍ଣ ମହତାବ ୨୩ ଅପ୍ରେଲ ୧୯୪୬ ୧୫ ଅଗଷ୍ଟ ୧୯୪୭ ଭାରତୀୟ ଜାତୀୟ କଂଗ୍ରେସ ୧ ବର୍ଷ, ୧୧୪ ଦିନ ସ୍ୱାଧୀନତା ପୂର୍ବର ୨ୟ ବିଧାନ ସଭା

(୧୯୪୬-୧୯୫୨)

ମୁଖ୍ୟମନ୍ତ୍ରୀଗଣ (୧୯୪୭-ବର୍ତ୍ତମାନ)[ସମ୍ପାଦନା]

କ୍ରମିକ ସଂଖ୍ୟା ଛବି ନାମ ନିର୍ବାଚନ ମଣ୍ଡଳୀ କାର୍ଯ୍ୟ ଆରମ୍ଭ କାର୍ଯ୍ୟ ଶେଷ କାର୍ଯ୍ୟ କରିଥିବା ଦିନ ବିଧାନ ସଭା ଦଳ
ହରେକୃଷ୍ଣ ମହତାବ ପୂର୍ବ ଭଦ୍ରକ ୧୫ ଅଗଷ୍ଟ ୧୯୪୭ ୧୨ ମଇ ୧୯୫୦ ୨ ବର୍ଷ ୨୭୦ ଦିନ ସ୍ୱାଧୀନତା ପୂର୍ବର ୨ୟ ବିଧାନ ସଭା

(୧୯୪୬-୧୯୫୨)

ଭାରତୀୟ ଜାତୀୟ କଂଗ୍ରେସ
ନବକୃଷ୍ଣ ଚୌଧୁରୀ ବଡ଼ଚଣା ୧୨ ମଇ ୧୯୫୦ ୨୦ ଫେବୃଆରୀ ୧୯୫୨ ୬ ବର୍ଷ ୧୬୦ ଦିନ
୨୦ ଫେବୃଆରୀ ୧୯୫୨ ୧୯ ଅକ୍ଟୋବର ୧୯୫୬ ୧ମ ଓଡ଼ିଶା ବିଧାନ ସଭା

(୧୯୫୨-୧୯୫୭)

(୧) ହରେକୃଷ୍ଣ ମହତାବ ସୋର ୧୯ ଅକ୍ଟୋବର ୧୯୫୬ ୬ ଅପ୍ରେଲ ୧୯୫୭ ୪ ବର୍ଷ ୧୨୯ ଦିନ
୬ ଅପ୍ରେଲ ୧୯୫୭ ୨୫ ଫେବୃଆରୀ ୧୯୬୧ ୨ୟ ଓଡ଼ିଶା ବିଧାନ ସଭା

(୧୯୫୭-୧୯୬୧)

ରାଷ୍ଟ୍ରପତି ଶାସନ ୨୫ ଫେବୃଆରୀ ୧୯୬୧ ୨୩ ଜୁନ ୧୯୬୧ ୧୧୮ ଦିନ
ବିଜୁ ପଟ୍ଟନାୟକ ଚୌଦ୍ୱାର ୨୩ ଜୁନ ୧୯୬୧ ୨ ଅକ୍ଟୋବର ୧୯୬୩ ୨ ବର୍ଷ ୧୦୦ ଦିନ ୩ୟ ଓଡ଼ିଶା ବିଧାନ ସଭା

(୧୯୬୧-୧୯୬୭)

ଭାରତୀୟ ଜାତୀୟ କଂଗ୍ରେସ
ବୀରେନ ମିତ୍ର କଟକ ସଦର ୨ ଅକ୍ଟୋବର ୧୯୬୩ ୨୧ ଫେବୃଆରି ୧୯୬୫ ୧ ବର୍ଷ ୧୪୨ ଦିନ
ସଦାଶିବ ତ୍ରିପାଠୀ ଉମରକୋଟ ୨୧ ଫେବୃଆରି ୧୯୬୫ ୮ ମାର୍ଚ୍ଚ ୧୯୬୭ ୨ ବର୍ଷ ୧୫ ଦିନ
ରାଜେନ୍ଦ୍ର ନାରାୟଣ ସିଂହଦେଓ ବଲାଙ୍ଗୀର ୮ ମାର୍ଚ୍ଚ ୧୯୬୭ ୯ ଜାନୁଆରୀ ୧୯୭୧ ୩ ବର୍ଷ ୩୦୭ ଦିନ ୪ର୍ଥ ଓଡ଼ିଶା ବିଧାନ ସଭା

(୧୯୬୭-୧୯୭୧)

ସ୍ୱତନ୍ତ୍ର ପାର୍ଟି
ରାଷ୍ଟ୍ରପତି ଶାସନ ୧୧ ଜାନୁଆରୀ ୧୯୭୧ ୩ ଅପ୍ରେଲ ୧୯୭୧ ୮୩ ଦିନ
ବିଶ୍ୱନାଥ ଦାସ ରାଉରକେଲା ୩ ଅପ୍ରେଲ ୧୯୭୧ ୧୪ ଜୁନ ୧୯୭୨ ୧ ବର୍ଷ ୭୨ ଦିନ ୫ମ ଓଡ଼ିଶା ବିଧାନ ସଭା

(୧୯୭୧-୧୯୭୩)

ସ୍ୱାଧୀନ
ନନ୍ଦିନୀ ଶତପଥୀ କଟକ ୧୪ ଜୁନ ୧୯୭୨ ୩ ମାର୍ଚ୍ଚ ୧୯୭୩ ୨୭୨ ଦିନ ଭାରତୀୟ ଜାତୀୟ କଂଗ୍ରେସ
ରାଷ୍ଟ୍ରପତି ଶାସନ ୩ ମାର୍ଚ୍ଚ ୧୯୭୩ ୬ ମାର୍ଚ୍ଚ ୧୯୭୪ ୩୬୮ ଦିନ
(୮) ନନ୍ଦିନୀ ଶତପଥୀ ଢେଙ୍କାନାଳ ୬ ମାର୍ଚ୍ଚ ୧୯୭୪ ୧୬ ଡିସେମ୍ବର ୧୯୭୬ ୨ ବର୍ଷ ୨୮୫ ଦିନ ୬ଷ୍ଠ ଓଡ଼ିଶା ବିଧାନ ସଭା

(୧୯୭୪-୧୯୭୭)

ଭାରତୀୟ ଜାତୀୟ କଂଗ୍ରେସ
ରାଷ୍ଟ୍ରପତି ଶାସନ ୧୬ ଡିସେମ୍ବର ୧୯୭୬ ୨୯ ଡିସେମ୍ବର ୧୯୭୬ ୧୩ ଦିନ
ବିନାୟକ ଆଚାର୍ଯ୍ୟ ବ୍ରହ୍ମପୁର ୨୯ ଡିସେମ୍ବର ୧୯୭୬ ୩୦ ଅପ୍ରେଲ ୧୯୭୭ ୧ ବର୍ଷ ୧୨୩ ଦିନ ଭାରତୀୟ ଜାତୀୟ କଂଗ୍ରେସ
ରାଷ୍ଟ୍ରପତି ଶାସନ ୩୦ ଅପ୍ରେଲ ୧୯୭୭ ୨୬ ଜୁନ ୧୯୭୭ ୫୭ ଦିନ
୧୦ ନୀଳମଣି ରାଉତରାୟ ବାସୁଦେବପୁର ୨୬ ଜୁନ ୧୯୭୭ ୧୭ ଫେବୃଆରି ୧୯୮୦ ୨ ବର୍ଷ ୨୩୫ ଦିନ ୭ମ ଓଡ଼ିଶା ବିଧାନ ସଭା

(୧୯୭୭-୧୯୮୦)

ଜନତା ପାର୍ଟି
ରାଷ୍ଟ୍ରପତି ଶାସନ ୧୭ ଫେବୃଆରି ୧୯୮୦ ୯ ଜୁନ ୧୯୮୦ ୧୧୩ ଦିନ
୧୧ ଜାନକୀ ବଲ୍ଲଭ ପଟ୍ଟନାୟକ ଆଠଗଡ଼ ୯ ଜୁନ ୧୯୮୦ ୧୦ ମାର୍ଚ୍ଚ ୧୯୮୫ ୯ ବର୍ଷ ୧୮୨ ଦିନ ୮ମ ଓଡ଼ିଶା ବିଧାନ ସଭା

(୧୯୮୦-୧୯୮୫)

ଭାରତୀୟ ଜାତୀୟ କଂଗ୍ରେସ
୧୦ ମାର୍ଚ୍ଚ ୧୯୮୫ ୭ ଡିସେମ୍ବର ୧୯୮୯ ୯ମ ଓଡ଼ିଶା ବିଧାନ ସଭା

(୧୯୮୫-୧୯୯୦)

୧୨ ହେମାନନ୍ଦ ବିଶ୍ୱାଳ ଲଇକେରା ୭ ଡିସେମ୍ବର ୧୯୮୯ ୫ ମାର୍ଚ୍ଚ ୧୯୯୦ ୮୯ ଦିନ
(୩) ବିଜୁ ପଟ୍ଟନାୟକ ଭୁବନେଶ୍ୱର ୫ ମାର୍ଚ୍ଚ ୧୯୯୦ ୧୫ ମାର୍ଚ୍ଚ ୧୯୯୫ ୫ ବର୍ଷ ୧୦ ଦିନ ୧୦ମ ଓଡ଼ିଶା ବିଧାନ ସଭା

(୧୯୯୦-୧୯୯୫)

ଜନତା ଦଳ
(୧୧) ଜାନକୀ ବଲ୍ଲଭ ପଟ୍ଟନାୟକ ବେଗୁନିଆ ୧୫ ମାର୍ଚ୍ଚ ୧୯୯୫ ୧୭ ଫେବୃଆରୀ ୧୯୯୯ ୩ ବର୍ଷ ୩୩୯ ଦିନ ୧୧ଶ ଓଡ଼ିଶା ବିଧାନ ସଭା

(୧୯୯୫-୨୦୦୦)

ଭାରତୀୟ ଜାତୀୟ କଂଗ୍ରେସ
୧୩ ଗିରିଧର ଗମାଙ୍ଗ ଲକ୍ଷ୍ମୀପୁର ୧୭ ଫେବୃଆରୀ ୧୯୯୯ ୬ ଡିସେମ୍ବର ୧୯୯୯ ୩୦୩ ଦିନ
(୧୨) ହେମାନନ୍ଦ ବିଶ୍ୱାଳ ଲାଇକେରା ୬ ଡିସେମ୍ବର ୧୯୯୯ ୫ ମାର୍ଚ୍ଚ ୨୦୦୦ ୮୮ ଦିନ
୧୪ ନବୀନ ପଟ୍ଟନାୟକ ହିଞ୍ଜିଳି ୫ ମାର୍ଚ୍ଚ ୨୦୦୦ ୧୬ ମଇ ୨୦୦୪ ୨୪ ବର୍ଷ ୯୯ ଦିନ ୧୨ଶ ଓଡ଼ିଶା ବିଧାନ ସଭା

(୨୦୦୦-୨୦୦୪)

ବିଜୁ ଜନତା ଦଳ
୧୬ ମଇ ୨୦୦୪ ୨୧ ମଇ ୨୦୦୯ ୧୩ଶ ଓଡ଼ିଶା ବିଧାନ ସଭା

(୨୦୦୪-୨୦୦୯)

୨୧ ମଇ ୨୦୦୯ ୨୧ ମଇ ୨୦୧୪ ୧୪ଶ ଓଡ଼ିଶା ବିଧାନ ସଭା

(୨୦୦୯-୨୦୧୪)

୨୧ ମଇ ୨୦୧୪ ୨୯ ମଇ ୨୦୧୯ ୧୫ଶ ଓଡ଼ିଶା ବିଧାନ ସଭା

(୨୦୧୪-୨୦୧୯)

୨୯ ମଇ ୨୦୧୯ ୧୧ ଜୁନ ୨୦୨୪ ୧୬ଶ ଓଡ଼ିଶା ବିଧାନ ସଭା

(୨୦୧୯-୨୦୨୪)

୧୫ ଶ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର (ସଂ) ୧୨ ଜୁନ ୨୦୨୪ ଏବେଯାଏଁ ୧୯ ଦିନ ୧୭ଶ ଓଡ଼ିଶା ବିଧାନ ସଭା ଭାରତୀୟ ଜନତା ପାର୍ଟି


ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Primie ministers and Chief ministers of Odisha
  2. Odisha Chief Ministers List