କୁଶଭଦ୍ରା ନଦୀ
Appearance
![](http://chped.net/https/upload.wikimedia.org/wikipedia/commons/thumb/2/2e/Kushabhadra_sunset.jpg/220px-Kushabhadra_sunset.jpg)
କୁଶଭଦ୍ରା ନଦୀ | |
ନଦୀ | |
ଦେଶ | ଭାରତ |
---|---|
Parts | ଓଡ଼ିଶା |
Administrative areas |
ଖୋର୍ଦ୍ଧା, ପୁରୀ ଜିଲ୍ଲା |
Tributaries | |
- right | ଧନୁଆ ନଦୀ |
Cities | ବାଲିଅନ୍ତା, ନିମାପଡ଼ା, ଗୋପ |
Source | |
- location | ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା, ଭାରତ |
Mouth | |
- location | ରାମଚଣ୍ଡୀ ମନ୍ଦିର, ପୁରୀ, ତ୍ରିକୋଣଭୂମୀ, ଓଡ଼ିଶା, ଭାରତ |
- elevation | ୦ m (୦ ft) |
Length | ୭୦−୧୦୦ km (୮ mi) |
କୁଶଭଦ୍ରା ନଦୀ, ମହାନଦୀର ଶାଖା ନଦୀଗୁଡ଼ିକର ଜାଲ ମଧ୍ୟରୁ ଏକ ନଦୀ ଅଟେ । ବାଲିଅନ୍ତାଠାରେ କୁଆଖାଇ ନଦୀର ଏକ ଶାଖା ନଦୀ କୁଶଭଦ୍ରା ନଦୀର ରୂପ ନେଇଥାଏ । ନିମାପଡ଼ା ଏବଂ ଗୋପ ଦେଇ ଏହି ନଦୀ ୭୦-୧୦୦ କିଲୋମିଟର ଅତିକ୍ରମ କଲାପରେ ରାମଚଣ୍ଡୀ ମନ୍ଦିର ପାଖରେ ବଙ୍ଗୋପସାଗରରେ ଯାଇ ମିଶିଛି । ଏହି ମୁହାଣଟି ପୁରୀଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଅବସ୍ଥିତ । [୧][୨]
![](http://chped.net/https/upload.wikimedia.org/wikipedia/commons/thumb/2/20/%E0%AC%A7%E0%AC%A8%E0%AD%81%E0%AC%86_%E0%AC%A8%E0%AC%A6%E0%AD%80.jpg/220px-%E0%AC%A7%E0%AC%A8%E0%AD%81%E0%AC%86_%E0%AC%A8%E0%AC%A6%E0%AD%80.jpg)
ଧନୁଆ ନଦୀ ଏହାର ଏକ ଉପନଦୀ ଅଟେ ।