Jump to content

ଡି. ବାଳସୁବ୍ରମଣ୍ୟମ

ଉଇକିପିଡ଼ିଆ‌ରୁ
ଡି. ବାଲଶୁଭ୍ରମଣ୍ୟମ
D. Balasubramaniam
ଜାତୀୟତାଭାରତୀୟ
ଅନ୍ୟ ନାମଡି. ବାଳଶୁଭ୍ରମଣ୍ୟମ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୧୯୪୦ – ୧୯୬୦

ଡି. ବାଲଶୁଭ୍ରମଣ୍ୟମ ଜଣେ ଭାରତୀୟ ଅଭିନେତା, ଯିଏକି ୧୯୩୦ ଦଶକରୁ ୧୯୫୦ ଦଶକ ଯାଏଁ ଅଭିନୟ ଜଗତରେ ସକ୍ରିୟ ଥିଲା । ସେ ମୁଖ୍ୟତଃ ପୌରାଣିକ କଥାଚିତ୍ରରେ ଅଭିନୟ ପାଇଁ ଜଣାଶୁଣା ଥିଲେ । ତାମିଲ କଥାଚିତ୍ର ଜଗତରେ ସକ୍ରିୟ ଥିବା ଏହି କଳାକାର ଜଣଙ୍କ ଚରିତ୍ର ଅଭିନେତା ଭାବରେ ଅନେକ କଥାଚିତ୍ରରେ କାମ କରିଥିଲେ ।[୧]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭାଷା
୧୯୪୦ କ୍ରିଷ୍ଣନ ଠୁଟୁ ତାମିଲ
୧୯୪୨ ଗଙ୍ଗାବତାର ତାମିଲ
୧୯୪୩ କେବେର କୁଚେଲା ତାମିଲ
୧୯୪୪ ଜଗତଳପ୍ରତାପନ ତାମିଲ
ପ୍ରଭାବତୀ ତାମିଲ
ମହାମାୟା ତାମିଲ
୧୯୪୫ ଏନ୍ ମଗାନ୍ ତାମିଲ
୧୯୪୬ ବାଲ୍ମିକୀ ତାମିଲ
ଉଦୟନାନ ବାସବଦତ୍ତ ତାମିଲ
ବିଦ୍ୟାପତି ତାମିଲ
୧୯୪୭ କନ୍ନିକା ତାମିଲ
ପୈଥିୟାକ୍କରନ ତାମିଲ
୧୯୪୮ ଅଭିମନ୍ୟୁ ତାମିଲ
ଜ୍ଞାନ ସୁନ୍ଦରୀ ତାମିଲ
୧୯୪୯ କ୍ରିଷ୍ଣା ଭକ୍ତି ତାମିଲ
ରତ୍ନକୁମର ତାମିଲ
ଭେଲାଇକାରି ତାମିଲ
୧୯୫୦ ଦିଗମ୍ବର ସମିୟାର ତାମିଲ
୧୯୫୧ ଦେବକୀ ତାମିଲ
ସିଙ୍ଗାରି ତାମିଲ
ସୁଦର୍ଶନ ତାମିଲ
ଭାନାସୁନ୍ଦରୀ ତାମିଲ
୧୯୫୨ କଲ୍ୟାଣୀ ତାମିଲ
ଜମିନଦାର ତାମିଲ
୧୯୫୩ ଅୟୁବୈୟର ତାମିଲ
୧୯୫୪ ପୋନ୍ନି ତାମିଲ
ଏନ୍ ମଗାଲ ତାମିଲ
ମଲାଇକ୍କାଲ୍ଲାନ ତାମିଲ
୧୯୫୫ କାଳବନିନ କଧାଲି ତାମିଲ
ମାମନ ମଗାଲ ତାମିଲ
ମେଙ୍କା ତାମିଲ
ପୋର୍ଟର୍ କାଣ୍ଡାନ୍ ତାମିଲ
କାବେରୀ ତାମିଲ
ଗୋମାଥିୟିନ କାଧାଲାନ ତାମିଲ
୧୯୫୬ ମାୟାବଜାର ତାମିଲ
ମଥାର କୁଳ ମଣିକ୍କମ୍ ତାମିଲ
ସାବାଶ ମୀନା ତାମିଲ
୧୯୫୯ ବନ୍ନାକିଲି ତାମିଲ
ପ୍ରେସିଡେଣ୍ଟ ପଞ୍ଚାତଚାରମ୍ ତାମିଲ
ଥାଇ ମଗାଲୁକ୍କୁ କଟ୍ଟିୟା ଥାଲି ତାମିଲ
୧୯୬୦ ତିଳକମ୍ ତାମିଲ

ଆଧାର[ସମ୍ପାଦନା]

  1. Randor Guy (October 20, 2013). "Kaveri (1959)". The Hindu.

ବାହାର ଆଧାର[ସମ୍ପାଦନା]