ଦୀନବନ୍ଧୁ ଦାସ
ଏହି ପ୍ରସଙ୍ଗଟିକୁ ଉଇକିପିଡ଼ିଆର ମାନକ ଲିଖନ ଶୈଳୀ ସହ ମେଳ କରିବା ପାଇଁ ହୁଏତ ସମ୍ପୂର୍ଣ୍ଣ ଭାବେ ଲେଖିବାକୁ ପଡ଼ିପାରେ, କାରଣ: ଉଇକିପିଡ଼ିଆ ଶୈଳୀରେ ଲେଖାଯାଇନାହିଁ । ଆପଣ ସାହାଯ୍ୟ କରିପାରିବେ । ଆଲୋଚନା ପୃଷ୍ଠାରେ କିଛି ମତାମତ ଥାଇପାରେ । |
ଦୀନବନ୍ଧୁ ଦାସ | |
---|---|
ଜନ୍ମ | ୧୪ ଡିସେମ୍ବର ୧୯୧୯ |
ମୃତ୍ୟୁ | ୧୫ ଅଗଷ୍ଟ ୧୯୯୨ (ବୟସ ୭୨) |
ଦୀନବନ୍ଧୁ ଦାସ, ଟିମା ନାମରେ ଜଣାଶୁଣା, (୧୪ ଡିସେମ୍ବର ୧୯୧୯–୧୫ ଅଗଷ୍ଟ ୧୯୯୨) ଜଣେ ଓଡ଼ିଆ ମଞ୍ଚ ଓ କଥାଚିତ୍ର ଅଭିନେତା ଥିଲେ । ଚରିତ୍ର ଭୂମିକା ବ୍ଯତୀତ ବିଶେଷ ଭାବରେ ହାସ୍ୟରସ ପାଇଁ ସେ ଜଣାଶୁଣା । ଆକାଶବାଣୀ କଟକରୁ ପ୍ରଚାରିତ ଅନେକ ନାଟକ ତଥା କୃଷି ସଂସାର ମାଧ୍ୟମରେ ସେ ଘରେ ଘରେ ପରିଚିତ ଥିଲେ।
ଅଭିନୀତ କଥାଚିତ୍ର[ସମ୍ପାଦନା]
ବର୍ଷ | କଥାଚିତ୍ର |
---|---|
୧୯୬୦ | ଶ୍ରୀଲୋକନାଥ |
୧୯୬୨ | ନୂଆବୋଉ |
୧୯୬୫ | ନବଜନ୍ମ |
୧୯୬୯ | ସ୍ତ୍ରୀ |
୧୯୭୩ | ଘର ସଂସାର |
୧୯୭୫ | ମମତା |
୧) Brajamohan Mahanti · 1966 ..ମଞ୍ଚଶିଳ୍ପୀ ଶ୍ରୀ କୃଷ୍ଣଚନ୍ଦ୍ର ପାଣ୍ଡେ ଓ ଶ୍ରୀ ଦୀନବନ୍ଧୁ ଦାସଙ୍କ ହାତରେ ଭିକ୍ଷୁଣୀ ଅମ୍ବାପଲ୍ଲୀକୁ ଟେକିଦେଲି । ତାର ରକ୍ଷଣାବେକ୍ଷଣର ଭାର ସେମାନଙ୍କ ଉପରେ ଭଣ୍ଡ ବ୍ରଜମୋହନ... ଶ୍ରୀ ମନୋରଞ୍ଜନ ଦାସଙ୍କ . [୧]
୨) 2001... ଦୀନବନ୍ଧୁ ଦାସ ( ଟିମା ) , ବିପିନ୍ ପଟ୍ଟନାୟକ , ମଧୁସୂଦନ ଦତ୍ତ , ମଧୁସୂଦନ ପଲାଇ , ସୁମତୀ ଦେବୀ , ଲକ୍ଷ୍ମୀପ୍ରିୟା , ମାନଦା ସୁନ୍ଦରୀ , ସୁରେଖା ଦେବୀ ପ୍ରମୁଖ [୨]
୩) 5 Aug 2017 — ସେମାନଙ୍କ ମଧ୍ୟରେ ଥିଲେ ମଧୁସୂଦନ ଦତ, ଭୋଳାନାଥ ଦାସ ... ଦିନବନ୍ଧୁ ଦାସ (ଟିମା), ଇନ୍ଦୁମତୀ, ଶୈଳୀ ଓ ପାର୍ବତୀଙ୍କ ପରି କଳାକାର ବୃନ୍ଦ । [୩]
୪) ଓଡିଶୀ ନୃତ୍ୟର କିମ୍ବଦନ୍ତୀ ପୁରୁଷ ଗୁରୁ କେଲୁଚରଣ ମହାପାତ୍ର, ପ୍ରଖ୍ୟାତ ହାସ୍ୟ ଅଭିନେତା ଦୀନବନ୍ଧୁ ଦାସ ପ୍ରମୁଖ ଗୋସେଇଁଙ୍କ ପାଦ ଚିପି ଅଭିନୟ ଶିଖିଥିଲେ। ଗୋସେଇଁଙ୍କ ରାସ ଦଳର ଅଭିନୟ ଓ ତାର ପ୍ରଭାବ ବିଷୟରେ ଓଡ଼ିଶାର ଅନ୍ୟତମ ବିଶିଷ୍ଟ ମଞ୍ଚପୁରୁଷ ସ୍ୱର୍ଗତ ଦୁର୍ଲ୍ଲଭଚନ୍ଦ୍ର ସିଂ ଲେଖିଛନ୍ତି [୪]
୫) ତେବେ ସବୁଠୁ ବଡ଼ କଥା ହେଉଛି ‘ସ୍ତ୍ରୀ’ ଚଳଚ୍ଚିତ୍ରର ଷ୍ଟାରକାଷ୍ଟ। ଗୌରପ୍ରସାଦ ଓ ପାର୍ବତୀ ଘୋଷ, ଯଦୁନାଥ ରାଉତରାୟ, ଅନିମା ପେଦିନି, ଲୀଳା ଦୁଲାଳି, ଦୀନବନ୍ଧୁ ଦାସ, ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ, ସୁଜାତା ଆନନ୍ଦ, ଶରତ, ପ୍ରମୋଦ ପଟ୍ଟନାୟକ ଅଲେଖ ମହାନ୍ତି ଓ କୁଞ୍ଜ ଏବଂ ଶିଶୁ କଳାକାରଙ୍କୁ ନେଇ ପ୍ରାୟ ୫୦ ଜଣ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବାରୁ ଏହା ବେଶ୍ ଲୋକପ୍ରିୟ ହୋଇପାରିଥିଲା। [୫]
୬) ଏହି କାର୍ଯ୍ୟକ୍ରମର ଉପସ୍ଥାପକ ଭାବରେ କୃଷ୍ଣଚନ୍ଦ୍ର ପାଣ୍ଡେ 'ମଙ୍ଗୁଳୀ' ଚରିତ୍ରରେ ଓ ଦୀନବନ୍ଧୁ ଦାସ 'ମଉସା' ଚରିତ୍ରରେ ମଧ୍ୟ ଲୋକପ୍ରିୟ ହୋଇଥିଲେ । [୬]
୭) 14 Sept 2019 — ... ପାଣ୍ଡେ, ବେଣୁଧର, ଶିବକୁମାର ସରକାର, ଅନାମ, ଦୀନବନ୍ଧୁ ଦାସ (ଟିମା). କଟକର କୃଷ୍ଣ କୁମାର ବୋଷ ... [୭]
ଆଧାର[ସମ୍ପାଦନା]
- ↑ Mahanti, Brajamohan (1966). Ambāpallī: nāṭaka. Iunāiṭeḍ buk hāus.
- ↑ Anubhūti darpaṇare Oḍiā nāṭaka. Oḍiśā Saṅgīta Nāṭaka Ekāḍemī. 2001.
- ↑ Editor, Chief (2017-08-05). "ଅମା ଅନ୍ଧାରରେ ଅତୀତ : ଅନ୍ନପୂର୍ଣ୍ଣାର ଆଲୋକ ନିର୍ବାପିତ". Samadhwani (in ଆମେରିକୀୟ ଇଂରାଜୀ). Retrieved 2023-11-27.
{{cite web}}
:|last=
has generic name (help) - ↑ "ଓଡ଼ିଶାର ପ୍ରଥମ କଥାକୁହା ସିନେମା ଓ ମୋହନ ସୁନ୍ଦର ଦେବ ଗୋସ୍ୱାମୀ". Odisha Sambad (in ଆମେରିକୀୟ ଇଂରାଜୀ). 2021-01-12. Retrieved 2023-11-27.
- ↑ Mansingh, Sangita (2023-10-11). "'ସ୍ତ୍ରୀ' ଚଳଚ୍ଚିତ୍ର ଥିଲା ଗୌରପ୍ରସାଦ-ପାର୍ବତୀ ଘୋଷଙ୍କ ପାଇଁ ମାଇଲଖୁଣ୍ଟ". OdishaLIVE (in ଆମେରିକୀୟ ଇଂରାଜୀ). Retrieved 2023-11-27.
- ↑ "ପି.ଭି. କୃଷ୍ଣମୂର୍ତ୍ତି", ଉଇକିପିଡ଼ିଆ, 2023-11-21, retrieved 2023-11-27
- ↑ "ଫୁଲ ରସିଆରେ: ଗୋଟିଏ ନୁହେଁ ଦୁଇଟି ଯା'". Odisha Sambad (in ଆମେରିକୀୟ ଇଂରାଜୀ). 2019-09-14. Retrieved 2023-11-27.