Jump to content

ନବରଙ୍ଗପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ନବରଙ୍ଗପୁର
Constituency No. ୭୫ for the ଓଡ଼ିଶା ବିଧାନ ସଭା
ନିର୍ବାଚନ ମଣ୍ଡଳୀ ବିବରଣି
ଦେଶଭାରତ
ଅଞ୍ଚଳପୂର୍ବ ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାନବରଙ୍ଗପୁର
ଲୋକ ସଭା ନିର୍ବାଚନ ମଣ୍ଡଳୀନବରଙ୍ଗପୁର
ସ୍ଥାପିତ୧୯୫୧
ମୋଟ ଭୋଟର୨,୦୦,୪୩୯[୧][a]
ସଂରକ୍ଷଣଅନୁସୂଚିତ ଜନଜାତି
ବିଧାନ ସଭା ସଭ୍ୟ
୧୭ଶ ଓଡ଼ିଶା ବିଧାନ ସଭା
ପଦସ୍ଥ
ଦଳଭାରତୀୟ ଜନତା ପାର୍ଟି
ନିର୍ବାଚିତ୨୦୨୪

ନବରଙ୍ଗପୁର (କ୍ରମିକ ସଂଖ୍ୟା: ୭୫) ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୨] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ନବରଙ୍ଗପୁର (ପୌ), ନବରଙ୍ଗପୁର ବ୍ଳକ, ନନ୍ଦାହାଣ୍ଡି ବ୍ଳକ, ତେନ୍ତୁଳୀଖୁଣ୍ଟି ବ୍ଳକ ଓ କୋଷାଗୁମୁଡ଼ା ବ୍ଳକର କିଛି ଅଞ୍ଚଳ ।[୩][୪]

ଗତ ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଗୌରୀ ଶଙ୍କର ମାଝି ବିଜୁ ଜନତା ଦଳ ପ୍ରାର୍ଥୀ କୌଶଲ୍ୟା ପ୍ରଧାନିଙ୍କଠାରୁ ୨୫,୦୯୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୫]

୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମନୋହର ରନ୍ଧାରୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସଦନ ନାୟକଙ୍କଠାରୁ ୧୧,୩୮୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୬]

୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମନୋହର ରନ୍ଧାରୀ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସଦନ ନାୟକଙ୍କଠାରୁ ୩,୩୩୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୭]

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ରୁ ୨୦୨୪ ମଧ୍ୟରେ ମୋଟ ୧୭ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୮][୯][୬]

  • ୨୦୨୪: ଗୌରୀ ଶଙ୍କର ମାଝି (ଭାରତୀୟ ଜନତା ପାର୍ଟି)
  • ୨୦୧୯: ସଦାଶିବ ପ୍ରଧାନି (ବିଜୁ ଜନତା ଦଳ)
  • ୨୦୧୪: ମନୋହର ରନ୍ଧାରୀ (ବିଜଦ)
  • ୨୦୦୯: (୭୫): ମନୋହର ରନ୍ଧାରୀ (ବିଜଦ)
  • ୨୦୦୪: (୯୦): ହବିବୁଲ୍ଲା ଖାଁ (କଂଗ୍ରେସ)
  • ୨୦୦୦: (୯୦): ହବିବୁଲ୍ଲା ଖାଁ (କଂଗ୍ରେସ)
  • ୧୯୯୫: (୯୦): ହବିବୁଲ୍ଲା ଖାଁ (କଂଗ୍ରେସ)
  • ୧୯୯୦: (୯୦): ହବିବୁଲ୍ଲା ଖାଁ (କଂଗ୍ରେସ)
  • ୧୯୮୫: (୯୦): ହବିବୁଲ୍ଲା ଖାଁ (କଂଗ୍ରେସ)
  • ୧୯୮୦: (୯୦): ହବିବୁଲ୍ଲା ଖାଁ (କଂଗ୍ରେସ)
  • ୧୯୭୭: (୯୦): ହବିବୁଲ୍ଲା ଖାଁ (କଂଗ୍ରେସ)
  • ୧୯୭୪: (୯୦): ହବିବୁଲ୍ଲା ଖାଁ (ସ୍ୱତନ୍ତ୍ର)
  • ୧୯୭୧: (୮୪): ହବିବୁଲ୍ଲା ଖାଁ (ସ୍ୱତନ୍ତ୍ର)
  • ୧୯୬୭: (୮୪): ସଦାଶିବ ତ୍ରିପାଠୀ (କଂଗ୍ରେସ)
  • ୧୯୬୧: (୩): ହରିଜନ ମୀରୁ (କଂଗ୍ରେସ)
  • ୧୯୫୭: (୨): ସଦାଶିବ ତ୍ରିପାଠୀ (କଂଗ୍ରେସ) ଓ ହରିଜନ ମୀରୁ (କଂଗ୍ରେସ)
  • ୧୯୫୧: (୩): ସଦାଶିବ ତ୍ରିପାଠୀ (କଂଗ୍ରେସ) ଓ ମୁଡ଼ି ନାଏକୋ (କଂଗ୍ରେସ)

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ନବରଙ୍ଗପୁର [୧୦]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ମନୋହର ରନ୍ଧାରୀ ୫୧,୪୪୮ ୩୬.୪୧ -
କଂଗ୍ରେସ ସଦନ ନାୟକ ୪୮,୧୧୪ ୩୪.୦୫ -
ଭାଜପା ମଞ୍ଜୁଳା ମାଝି ୨୮,୧୩୫ ୧୯.୯୧ -
ସମୃଦ୍ଧ ଓଡ଼ିଶା ଭଗବାନ ମାଝି ୮,୪୧୩ ୫.୯୫ -
ବସପା ଗୋପିନାଥ ମାଝି ୫,୨୦୦ ୩.୬୮ -
ଭୋଟ ବ୍ୟବଧାନ ୩,୩୩୪ ୨.୩୬* -
ମତଦାନ ହାର ୧,୪୧,୩୧୨ ୬୯.୭୯ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ସୂଚନା[ସମ୍ପାଦନା]

  1. as on 4th June 2024

ଆଧାର[ସମ୍ପାଦନା]

  1. "Constituency-Wise Elector Information". Election Commission of India. Retrieved 4 June 2024.
  2. "Nabarangpur Assembly Election 2009, Orissa". empoweringindia.org. Archived from the original on 18 March 2014. Retrieved 16 June 2013. Constituency: Nabarangpur (75) District : Nabarangpur
  3. Assembly Constituencies and their Extent
  4. Seats of Odisha
  5. "Assembly Constituency 75 - Nabarangpur (Odisha)". Election Commission of India. Retrieved 28 June 2024.
  6. ୬.୦ ୬.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  7. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 3334
  8. "State Elections 2004 - Partywise Comparision for 90-Nowrangpur Constituency of ORISSA". eci.nic.in. 2006. Retrieved 16 June 2013. List Of Winning Candidates
  9. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  10. http://eci.nic.in/eci_main/StatisticalReports/AE2009/stat_OR_April2009.pdf