ବ୍ୟବହାରକାରୀଙ୍କ ଆଲୋଚନା:Pabitramartha
![](http://chped.net/https/upload.wikimedia.org/wikipedia/commons/thumb/b/b1/Vegan_chocolate_chip_cookies_on_dish_with_floral_designs.jpg/250px-Vegan_chocolate_chip_cookies_on_dish_with_floral_designs.jpg)
![](http://chped.net/https/upload.wikimedia.org/wikipedia/commons/thumb/7/79/Face-smile.svg/20px-Face-smile.svg.png)
ଆଦରର Pabitramartha,
ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଅବଦାନ ଜାରି ରଖିବେ । ଏଇ କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:
- ଉଇକିପିଡ଼ିଆର ପାଞ୍ଚଟି ଖମ୍ବ
- ଶିକ୍ଷଣ ଓ ଜାଣିବା କଥା
- ପୃଷ୍ଠାଟିଏ କେମିତି ବଦଳାଇବେ ଓ ଲେଖା ଗୁଡ଼ିକ କେମିତି ବଦଳାଇବେ
- ନିଜର ପ୍ରଥମ ଲେଖାଟି କେମିତି ଲେଖିବେ
- ମାନୁଆଲର ଶୈଳୀ
ଯଦି ଆପଣ କିଛି ଜାଣିବାକୁ ଚାହୁଁଥାନ୍ତି ତେବେ ଆମ ଚାଟ ସଭାକୁ ଯାଇ ପ୍ରଶ୍ନଟିଏ ପଚାରନ୍ତୁ । |
ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି! --Srikant Kedia ୧୭:୩୬, ୧୧ ମଇ ୨୦୧୩ (UTC)
ନୂଆ ଲେଖା ପାଇଁ ମସଲା ମୁଢ଼ି![ସମ୍ପାଦନା]
![]() |
ପବିତ୍ର ଭାଇ, ତ୍ରିକୋଣମିତି ଲେଖାଟି ଆରମ୍ଭ କରିଥିବାରୁ ଅନେକ ବଧାଇ । ଲେଖାଟି କେଉଁ ଲେଖାର ଆଧାରରେ ଲେଖିଛନ୍ତି ତାହା ଉଲ୍ଲେଖ କଲେ ଭଲ ହୁଅନ୍ତା । କେମିତି କରିବେ ଏଇ ଲିଙ୍କର ୪ ନମ୍ବର ସୋପାନରୁ ଜାଣିପାରିବେ । ଏ ଲେଖାଟି ଇଂରାଜୀ ଉଇକିପିଡ଼ିଆରେ ଖୁବ ସୁନ୍ଦର ଭାବେ ଲେଖାଯାଇଛି । ସେଠାରୁ ପ୍ରଥମ ଓ ଆଉ କିଛି ପାରାଗ୍ରାଫ ଓଡ଼ିଆରେ ଅନୁବାଦ ବି କରିପାରିବେ । ସୁଭାସିସ ପାଣିଗାହି କଥା ୦୪:୩୨, ୧୪ ଅକ୍ଟୋବର ୨୦୧୪ (UTC) |
ନବକଳେବର ଗଣସମ୍ପାଦନା ୨୦୧୫କୁ ସ୍ଵାଗତ[ସମ୍ପାଦନା]
ପ୍ରିୟ ପବିତ୍ର ଭାଇ, ଆପଣଙ୍କ ଇସ୍କନ ପ୍ରସଙ୍ଗ ସମ୍ପାଦନା ଆରମ୍ଭ କରିଥିବାରୁ ଧନ୍ୟବାଦ ଜଣାଉଛି । ଜାଣିରଖନ୍ତୁ ଯେ ଏହା ଉଇକିପିଡିଆ ନବକଳେବର ଗଣସମ୍ପାଦନା ୨୦୧୫ ପ୍ରସଙ୍ଗ ତାଲିକା ଅନ୍ତର୍ଭୁକ୍ତ ଅଟେ । ଆପଣଙ୍କୁ ଉଇକିପିଡ଼ିଆ:ନବକଳେବର ଗଣସମ୍ପାଦନା ୨୦୧୫ରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରୁଛି । ଏଠାରେ କ୍ଲିକ କରି ନାମ ପଂଜିକରଣ କରନ୍ତୁ ଏବଂ ଗଣସମ୍ପାଦନା ବାବଦରେ ଅଧିକ ଜାଣନ୍ତୁ । ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୧୮:୩୮, ୧୩ ଅଗଷ୍ଟ ୨୦୧୫ (UTC)