Jump to content

ବ୍ୟବହାରକାରୀ:Ansumang/main page

ଉଇକିପିଡ଼ିଆ‌ରୁ
          ଓଡ଼ିଆ ଉଇକିପିଡ଼ିଆ
            ଏକ ଖୋଲା ଜ୍ଞାନକୋଷ, ଯାହା ସଭିଙ୍କୁ ଲେଖିବା ଓ ବଦଳାଇବାର ସୁବିଧା ଦେଇଥାଏ ।
             ଏହା ୧୮,୩୧୦ ଗୋଟି ପ୍ରସଙ୍ଗରେ ଭରା ।
ଭଲ ଲେଖା
ଭଲ ଲେଖା

ଗୁମ୍ଫା-୨୬ର ଅଭ୍ୟନ୍ତର

ଅଜନ୍ତା ଗୁମ୍ଫା ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ପଞ୍ଚମ ଶତାବ୍ଦୀ ମଧ୍ୟରେ ଭାରତରେ ନିର୍ମିତ ପ୍ରାୟ ୩୦ଟି ବୌଦ୍ଧ ଗୁମ୍ଫାକୁ ବୁଝାଇଥାଏ । ଏହି ଗୁମ୍ଫାଗୁଡ଼ିକ ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ଅବସ୍ଥିତ । ଏହି ଗୁମ୍ଫାମାନଙ୍କରେ ପ୍ରସ୍ତରକୁ କାଟି ନିର୍ମିତ ମୂର୍ତ୍ତି ସହିତ ଗୁମ୍ଫା କାନ୍ଥ ଓ ଛାତରେ ବହୁ ସୁନ୍ଦର ଚିତ୍ର ମଧ୍ୟ ଦେଖିବାକୁ ମିଳେ । ମୂର୍ତ୍ତିଗୁଡ଼ିକ ପ୍ରାଚୀନ ଭାରତୀୟ ସ୍ଥାପତ୍ୟ କଳାର ଜୀବନ୍ତ ଦୃଷ୍ଟାନ୍ତ ଏବଂ ଚିତ୍ରଗୁଡ଼ିକରେ ଭାବଭଙ୍ଗୀ ଅତି ନିଖୁଣ ଭାବରେ ପ୍ରକାଶିତ । ୟୁନେସ୍କୋ (UNESCO) ଅନୁସାରେ ଭାରତୀୟ କଳାକୁ ପ୍ରଭାବିତ କରିଥିବା ବୌଦ୍ଧ ଧାର୍ମିକ କଳାର ଏକ ଶ୍ରେଷ୍ଠ ଉଦାହରଣ ହେଉଛି ଅଜନ୍ତା । ଏହି ଗୁମ୍ଫାଗୁଡ଼ିକ ମୁଖ୍ୟତଃ ଦୁଇଟି ପର୍ଯ୍ୟାୟରେ ନିର୍ମିତ ହୋଇଥିଲା । ପ୍ରଥମ ନିର୍ମାଣ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରୁ ଆରମ୍ଭ ହୋଇଥିଲା । ଦ୍ୱିତୀୟ ନିର୍ମାଣ ପାରମ୍ପରିକ ଲେଖା ଅନୁସାରେ ଖ୍ରୀ. ୪୦୦-୬୫୦ ମଧ୍ୟରେ ଓ ନୂତନ ଗବେଷକଙ୍କ ମତରେ ଖ୍ରୀ. ୪୬୦-୪୮୦ ମଧ୍ୟରେ ହୋଇଥିଲା । ଅଜନ୍ତା ଗୁମ୍ଫା ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗଦ୍ୱାରା ସଂରକ୍ଷିତ ଐତିହାସିକ ସ୍ଥଳ ଏବଂ ୧୯୮୩ ମସିହାରୁ ଏହାକୁ ୟୁନେସ୍କୋ (UNESCO) ବିଶ୍ୱଐତିହ୍ୟ ସ୍ଥଳ ମାନ୍ୟତା ଦିଆଯାଇଛି ।


ପୁରା ପଢନ୍ତୁ...

ଏଇଟି ଗତବର୍ଷ ପୁରୁଣା ବଛା ଲେଖା, ନୁଆ ତିଆରି କରନ୍ତୁ


ଭଲ ଛବି
୨୦୧୧ର ଏକ ସୌର ପ୍ରଦାହ
୨୦୧୧ର ଏକ ସୌର ପ୍ରଦାହ
ସ୍ଵତ୍ତ୍ଵାଧିକାରୀ: ନାସା ଗୋଡାର୍ଡ଼ ସ୍ପେସ ଫ୍ଲାଇଟ ସେଣ୍ଟର
ଏ ଫଟୋ ଗତବର୍ଷରୁ । ନୂଆଟିଏ ବାଛନ୍ତୁ
କେମିତି ବ୍ୟବହାର କରିବେ ଉଇକିପିଡ଼ିଆ
ବ୍ୟବହାର ଶିକ୍ଷଣ

ପଚରାଯାଇଥିବା ପ୍ରଶ୍ନର ଉତ୍ତର ଶିକ୍ଷଣ ଖୋଲା ଏଡ଼ିଟର[ସମ୍ପାଦନା]





ଉଇକିମିଡ଼ିଆ ଅଧୀନରେ ଥିବା ବିବିଧ ପ୍ରକଳ୍ପ

ମେଟା-ଉଇକି ମେଟା-ଉଇକି (ଉଇକିମିଡ଼ିଆ ପ୍ରକଳ୍ପର ପରିଚାଳନା)    କମନ୍ସ ଉଇକିକମନ୍ସ (ମାଗଣା ମାଧ୍ୟମର ଭଣ୍ଡାର)    Wikidata ଉଇକିଡାଟା (ଖୋଲା ତଥ୍ୟ ଭଣ୍ଡାର)    ଉଇକିଅଭିଧାନ ଉଇକିଅଭିଧାନ (ଶବ୍ଦକୋଷ ଓ ବିଶେଷଣ ପୋଥି)    ଉଇକିକଥା ଉଇକିକଥା (ଢଗଢମାଳି ଓ ବିଶେଷ କଥା)    ଉଇକିପାଠାଗାର ଉଇକିପାଠାଗାର (ମାଗଣା ପଢ଼ାଘର)    ଉଇକି ସମ୍ବାଦ ଉଇକି ସମ୍ବାଦ (ଖୋଲା ସମ୍ବାଦ)    ଉଇକିପୋଥି ଉଇକିପୋଥି (ମାଗଣା ପଢ଼ାବହି ଓ ମାନୁଆଲ)    ଉଇକିସ୍ପିସିସ ଉଇକିସ୍ପିସିସ (ଜାତିମାନଙ୍କର ତାଲିକା)    ଉଇକି ମହାବିହାର ଉଇକି ମହାବିହାର (ମାଗଣା ଶିକ୍ଷଣ ଓ ଉପକରଣ)    ଉଇକିଭ୍ରମଣ ଉଇକିଭ୍ରମଣ (ଖୋଲା ଭ୍ରମଣ-ପୁସ୍ତିକା)

ଅଲଗା ଭାଷାରେ ଉଇକିପିଡ଼ିଆ

ଏହି ଉଇକିପିଡ଼ିଆଟି ଓଡ଼ିଆରେ ଲେଖା ହେଇଅଛି । ଏହା 2002 (2002)ରେ ଆରମ୍ଭ ହେଇଥିଲା, ଏବେ ଏଥିରେ ୧୮,୩୧୦ ଗୋଟି ଲେଖା ଅଛି । ଆଉରି ଅନେକ ଭାଷାରେ ଉଇକିପିଡ଼ିଆ ଅଛି; କେତୋଟି ବଡ଼ ବଡ଼ ଉଇକିପିଡ଼ିଆ ହେଲା:

  • ୧୦,୦୦,୦୦୦ରୁ ଅଧିକ ଲେଖାରେ ଭରା: English · Svenska · Deutsch · Nederlands · Français  · Winaray · Русский  · Sinugboanong Binisaya · Italiano  · Español  · Tiếng Việt · Polski
  • ୩,୦୦,୦୦୦ରୁ ଅଧିକ ଲେଖାରେ ଭରା: 日本語 · Português · 中文 · Українська · Català · فارسی · Norsk (bokmål)  · Srpskohrvatski / Српскохрватски · Suomi · العربية · Bahasa Indonesia · Română  · Čeština · Magyar  · Српски / Srpski · 한국어
  • ୧,୦୦,୦୦୦ରୁ ଅଧିକ ଲେଖାରେ ଭରା: Bahasa Melayu · Türkçe · Minangkabau · Esperanto  · Қазақша · Euskara · Slovenčina · Dansk  · Български · עברית · Lietuvių · Հայերեն · Hrvatski · Slovenščina · Eesti  · O‘zbek · Galego · Norsk (nynorsk)  · Volapük · Latina · English (simple) · Ελληνικά