Jump to content

ବ୍ୟବହାରକାରୀ:Upwikizx/ବଡ଼ପଡ଼ା

ଉଇକିପିଡ଼ିଆ‌ରୁ

ବଡ଼ପଡ଼ା ଗ୍ରାମ ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଏକ ବଡ଼ ଗ୍ରାମ ଅଟେ। ଏହା ରାଜନଗର ବିଧାନ ସଭା ଅନ୍ତର୍ଗତ।

ଏହା ପଟ୍ଟାମୁଣ୍ଡାଇଠାରୁ ୧୨ କିମି ଦୂରରେ ଏବଂ କେନ୍ଦ୍ରାପଡାଠାରୁ ୨୦ କିମି ଦୂରରେ ଅବସ୍ଥିତ।

ଏହା କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ଅଟେ।