ଭାରତୀୟ ଟଙ୍କା ଚିହ୍ନ
Appearance
(Indian rupee signରୁ ଲେଉଟି ଆସିଛି)
![](http://chped.net/https/upload.wikimedia.org/wikipedia/commons/thumb/e/ee/Indian_Rupee_symbol.svg/220px-Indian_Rupee_symbol.svg.png)
ଏହି ଭାରତୀୟ ଟଙ୍କା ଚିହ୍ନ (₹), ଭାରତରେ ପ୍ରଚଳିତ ସରକାରୀ ମୁଦ୍ରାର ଚିହ୍ନ ଅଟେ । ୧୫ ଜୁଲାଇ ୨୦୧୦ରେ ଏହି ନୂତନ ଢାଞ୍ଚା ଭାରତ ସରକାରଙ୍କଦ୍ୱାରା ସାର୍ବଜନୀକ ରୂପେ ପ୍ରକାଶ କରାଯାଇଥିଲା ।[୧]
ଆଧାର[ସମ୍ପାଦନା]
- ↑ "Cabinet approves new rupee symbol". Times of India. 2010-07-15. Retrieved 2010-07-15.