Jump to content

ମୋରୋକ୍କୋ

ଉଇକିପିଡ଼ିଆ‌ରୁ
(Moroccoରୁ ଲେଉଟି ଆସିଛି)
ମୋରୋକ୍କୋର ଜାତୀୟ ପତାକା
ମୋରୋକ୍କୋର ଅବସ୍ଥିତି

ମୋରୋକ୍କୋ ଉତ୍ତର ଆଫ୍ରିକାରେ ଥିବା ଏକ ଦେଶ।

ଇତିହାସ[ସମ୍ପାଦନା]

୧୯୫୬ ମସିହା ମାର୍ଚ୍ଚ ୨ ତାରିଖ ଦିନ ମୋରୋକ୍କୋ ଫ୍ରାନ୍ସଠାରୁ ସ୍ୱାଧୀନ ହୋଇଥିଲା। ୧୯୫୬ ଫେବୃଆରୀରେ ମରକ୍କୋ ଗଣତାନ୍ତ୍ରିକ ଉପାୟରେ ଫ୍ରାନ୍ସଠାରୁ ସୀମିତ ଶାସନ କ୍ଷମତା ହାସଲ କରିଥିଲା। ୧୯୫୬ ମାର୍ଚ୍ଚ୨ରେ ସଂପୂର୍ଣ୍ଣ ଶାସନ କ୍ଷମତା ହାସଲ ନେଇ ଉଭୟ ଦେଶ ମଧ୍ୟରେ ପ୍ୟାରିସଠାରେ ଏକ ଚୁକ୍ତି ହୋଇଥିଲା। ପରେ ଅପ୍ରେଲ ୭ରେ ଫ୍ରାନ୍ସ ଆନୁଷ୍ଠାନିକ ଭାବେ ମରକ୍କୋ ଉପରୁ ନିଜ ଅଧିକାର ପ୍ରତ୍ୟାହାର କରିନେଇଥିଲା।

ଭୂଗୋଳ[ସମ୍ପାଦନା]

ଧର୍ମ[ସମ୍ପାଦନା]

ପ୍ରଶାସନିକ ବିଭାଜନ[ସମ୍ପାଦନା]

ଭାଷା[ସମ୍ପାଦନା]

ଆଧାର[ସମ୍ପାଦନା]