Jump to content

ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ

ଉଇକିପିଡ଼ିଆ‌ରୁ
(States and territories of Indiaରୁ ଲେଉଟି ଆସିଛି)
ଭାରତ ମହାସାରଗବଙ୍ଗୋପ ସାଗରAndaman Seaଆରବ ସାଗରLaccadive SeaSiachen Glacierଆଣ୍ଡମାନ ଓ ନିକୋବର ଦ୍ଵୀପପୁଞ୍ଜଚଣ୍ଡୀଗଡ଼ଦାଦ୍ରା ଓ ନଗର ହବେଳୀଡାମନ ଓ ଡିଉଦିଲ୍ଲୀଲାକ୍ଷାଦ୍ଵୀପପୁଡୁଚେରୀପୁଡୁଚେରୀପୁଡୁଚେରୀଅରୁଣାଚଳ ପ୍ରଦେଶଆସାମବିହାରଛତିଶଗଡ଼ଗୋଆଗୁଜରାଟହରିୟାଣାହିମାଚଳ ପ୍ରଦେଶଜମ୍ମୁ ଓ କଶ୍ମୀରଝାଡ଼ଖଣ୍ଡକର୍ଣ୍ଣାଟକକେରଳମଧ୍ୟ ପ୍ରଦେଶମହାରାଷ୍ଟ୍ରମଣିପୁରମେଘାଳୟମିଜୋରାମନାଗାଲାଣ୍ଡଓଡ଼ିଶାପଞ୍ଜାବରାଜସ୍ଥାନସିକିମତାମିଲନାଡୁତ୍ରିପୁରାଉତ୍ତର ପ୍ରଦେଶଉତ୍ତରାଖଣ୍ଡପଶ୍ଚିମ ବଙ୍ଗଆଫଗାନିସ୍ତାନବଙ୍ଗଳାଦେଶଭୁଟାନBurmaଚୀନନେପାଳପାକିସ୍ଥାନଶ୍ରୀଲଙ୍କାତାଜାକିସ୍ଥାନଦାଦ୍ରା ଓ ନଗର ହବେଳୀଡାମନ ଓ ଡିଉପୁଡୁଚେରୀପୁଡୁଚେରୀପୁଡୁଚେରୀପୁଡୁଚେରୀଗୋଆଗୁଜରାଟଜମ୍ମୁ ଓ କଶ୍ମୀରକର୍ଣ୍ଣାଟକକେରଳମଧ୍ୟ ପ୍ରଦେଶମହାରାଷ୍ଟ୍ରରାଜସ୍ଥାନତାମିଲନାଡୁଆସାମମେଘାଳୟଆନ୍ଧ୍ର ପ୍ରଦେଶଅରୁଣାଚଳ ପ୍ରଦେଶନାଗାଲାଣ୍ଡମଣିପୁରମିଜୋରାମତେଲେଙ୍ଗାନାତ୍ରିପୁରାପଶ୍ଚିମ ବଙ୍ଗସିକିମଭୁଟାନବଙ୍ଗଳାଦେଶବିହାରଝାଡ଼ଖଣ୍ଡଓଡ଼ିଶାଛତିଶଗଡ଼ଉତ୍ତର ପ୍ରଦେଶଉତ୍ତରାଖଣ୍ଡନେପାଳଦିଲ୍ଲୀହରିୟାଣାପଞ୍ଜାବହିମାଚଳ ପ୍ରଦେଶଚଣ୍ଡୀଗଡ଼ପାକିସ୍ଥାନSri Lankaଶ୍ରୀଲଙ୍କାଶ୍ରୀଲଙ୍କାଶ୍ରୀଲଙ୍କାଶ୍ରୀଲଙ୍କାଶ୍ରୀଲଙ୍କାଶ୍ରୀଲଙ୍କାଶ୍ରୀଲଙ୍କାଶ୍ରୀଲଙ୍କାDisputed territory in Jammu and Kashmirଜମ୍ମୁ ଓ କଶ୍ମୀରରେ ବିବାଦୀୟ ଅଞ୍ଚଳ
ଭାରତର ୨୯ଟି ରାଜ୍ୟ ଓ ୭ଟି କେନ୍ଦ୍ରଶାସିତ ଅଞ୍ଚଳର ମାନଚିତ୍ର ।

ଭାରତ ଏକ ସଂଗଠିତ ଗଣରାଜ୍ୟ [୧] ଏହା ୨୮ଟି ରାଜ୍ୟଆଠଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜିତ ହୋଇଛି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁନର୍ବାର ଜିଲ୍ଲା ଆଦିରେ ଉପବିଭାଜିତ ହୋଇଛନ୍ତି । .[୧]

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନ[ସମ୍ପାଦନା]

ରାଜ୍ୟ[ସମ୍ପାଦନା]

ରାଜ୍ୟ ରାଜଧାନୀ ଆୟତନ (କି.ମି.) ଜନସଂଖ୍ୟା[୨] ସାକ୍ଷରତା ହାର ଜିଲ୍ଲା ସଂଖ୍ୟା ଲୋକ ସଭା ଆସନ ସଂଖ୍ୟା ସୁଚନା
ଅରୁଣାଚଳ ପ୍ରଦେଶ ଇଟାନଗର ୮୩,୭୪୩ ୧୩,୮୨,୬୧୧ - ୨୮
ଆସାମ ଦିସପୁର ୭୮,୫୫୦ ୩୧,୧୬୯,୨୭୨ - ୩୫ ୧୪
ଆନ୍ଧ୍ର ପ୍ରଦେଶ ହାଇଦରାବାଦ ୨,୭୫,୦୪୫ ୮,୪୬,୬୫,୫୩୩ - ୨୬ ୨୫
ଉତ୍ତର ପ୍ରଦେଶ ଲଖନଉ ୨,୪୩,୨୯୬ ୧୯,୯୫,୮୧,୪୭୭ - ୭୫ ୮୦
ଉତ୍ତରାଖଣ୍ଡ ଡେରାଡୁନ ୫୩,୫୬୬ ୧,୦୧,୧୬,୭୫୨ - ୧୩
ଓଡ଼ିଶା ଭୁବନେଶ୍ୱର ୧,୫୫,୮୨୦ ୪,୧୯,୪୭,୩୫୮ ୭୭% ୩୦ ୨୧
କର୍ଣ୍ଣାଟକ ବେଙ୍ଗାଳୁରୁ ୧,୯୧,୭୯୧ ୬,୧୧,୩୦,୭୦୪ - ୩୧ ୨୮
କେରଳ ତ୍ରିବେନ୍ଦ୍ରମ ୩୮,୮୬୩ ୩,୩୩,୮୭,୬୭୭ ୯୬% ୧୪ ୨୦
ଗୁଜରାଟ ଗାନ୍ଧିନଗର ୧,୯୬,୦୨୪ ୬,୦୩,୮୩,୬୨୮ - ୩୩ ୨୬
ଗୋଆ ପାଣାଜୀ ୩,୭୦୨ ୧୪,୫୭,୭୨୩ - ୦୨
ଛତିଶଗଡ଼ ରାୟପୁର ୧,୩୫,୧୯୪ ୨,୫୫,୪୦,୧୯୬ - ୩୩ ୧୧
ଝାଡ଼ଖଣ୍ଡ ରାଞ୍ଚି ୭୪,୬୭୭ ୩,୨୯,୬୬,୨୩୮ - ୨୪ ୧୪
ତାମିଲନାଡୁ ଚେନ୍ନାଇ ୧,୩୦,୦୫୮ ୭,୨୧,୩୮,୯୫୮ - ୩୮ ୩୯
ତେଲେଙ୍ଗାନା ହାଇଦ୍ରାବାଦ ୩୫,୨୮୬,୭୫୭ ୧୧୪,୮୪୦ - ୩୩ ୧୭
ତ୍ରିପୁରା ଅଗରତାଲା ୧୦,୪୯୧.୬୯ ୩୬,୭୧,୦୩୨ - ୦୮
ନାଗାଲାଣ୍ଡ କୋହିମା ୧୬,୫୭୯ ୧୯,୮୦,୬୦୨ - ୧୬
ପଞ୍ଜାବ ଚଣ୍ଡୀଗଡ଼ ୫୦,୩୬୨ ୨,୭୭,୦୪,୨୩୬ - ୨୩ ୧୩
ପଶ୍ଚିମବଙ୍ଗ କଲିକତା ୮୮,୭୫୨ ୯,୧୩,୪୭,୭୩୬ - ୨୩ ୪୨
ବିହାର ପଟନା ୯୯,୨୦୦ ୧୦,୩୮,୦୪,୬୩୭ - ୩୮ ୪୦
ମଣିପୁର ଇମ୍ଫାଲ ୨୨,୩୪୭ ୨୭,୨୧,୭୫୬ - ୧୬
ମଧ୍ୟ ପ୍ରଦେଶ ଭୋପାଳ ୩,୦୮,୨୫୨ ୭,୨୫,୯୭,୫୬୫ - ୫୫ ୨୯
ମହାରାଷ୍ଟ୍ର ମୁମ୍ବାଇ ୩,୦୭,୭୧୩ ୧୧,୨୩,୭୨,୯୭୨ - ୩୬ ୪୮
ମିଜୋରମ ଆଇଜୋଲ ୨୧,୦୮୧ ୧୦,୯୧,୦୧୪ - ୧୧
ମେଘାଳୟ ଶିଲଂ ୨୨,୭୨୦ ୨୯,୬୪,୦୦୭ - ୧୨
ରାଜସ୍ଥାନ ଜୟପୁର ୩,୪୨,୨୬୯ ୬,୮୬,୨୧,୦୧୨ - ୫୦ ୨୫
ସିକିମ ଗାଙ୍ଗଟକ ୭,୦୯୬ ୬,୦୭,୬୮୮ - ୦୬
ହରିଆଣା ଚଣ୍ଡୀଗଡ଼ ୪୪,୨୧୨ ୨,୫୩,୫୩,୦୮୧ - ୨୨ ୧୦
ହିମାଚଳ ପ୍ରଦେଶ ସିମଳା ୫୫,୬୭୩ ୬୮,୫୬,୫୦୯ - ୧୨

କେନ୍ଦ୍ର ଶାସିତ ଅଞ୍ଚଳ[ସମ୍ପାଦନା]

କେନ୍ଦ୍ର ଶାସିତ ଅଞ୍ଚଳ ରାଜଧାନୀ ଆୟତନ (ବର୍ଗ କି.ମି.) ଜନସଂଖ୍ୟା ସାକ୍ଷରତା ହାର ସୁଚନା
ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ପୋର୍ଟ ବ୍ଲେୟର ୮,୨୪୯ ୪,୧୯,୯୭୮ ୮୬.୨୭
ଜମ୍ମୁ ଓ କଶ୍ମୀର ଶ୍ରୀନଗର ୪୨,୨୪୧ ୧,୫୮,୬୭,୦୧୩ ୭୭.୩
ଚଣ୍ଡୀଗଡ଼ ଚଣ୍ଡୀଗଡ଼ ୧୧୪ ୧୩,୬୪,୦୦୦ ୮୬.୪୩
ଦାଦ୍ରା ଓ ନଗର ହବେଳୀ ଓ ଡାମନ ଓ ଡିଉ ଡାମନ ୬୦୩ ୭,୪୭,୦୦୦ ୮୨.୩୬
ଦିଲ୍ଲୀ ନୂଆ ଦିଲ୍ଲୀ ୧,୪୮୪ ୩,୩୮,୦୭,୦୦୦ ୮୮.୭
ପୁଡୁଚେରୀ ପୁଡୁଚେରୀ ୪୮୩ ୧୬,୪୩,୦୦୦ ୮୬.୫୫
ଲକ୍ଷଦ୍ୱୀପ କବରତ୍ତୀ ୩୨.୬୨ ୬୯,୮୭୩ ୯୨.୨୮
ଲଦାଖ ଲେହ୍ ୫୯,୧୪୬ ୩,୦୩,୯୨୮ ୭୪.୨୭

କେନ୍ଦ୍ର ସରକାର ତୁଳନାରେ ରାଜ୍ୟମାନଙ୍କର ମୁଖ୍ୟବିଭାଗ ଓ ସେମାନଙ୍କ ଦାୟୀତ୍ୱମାନ[ସମ୍ପାଦନା]

ଏହାକୁ ମଧ୍ୟ ଦେଖନ୍ତୁ[ସମ୍ପାଦନା]

  • ଭାରତର ଉପବିଭାଗ
  • ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ଜନସଂଖ୍ୟା ଅନୁସାରେ ସଂଗ୍ରହ

ଆଧାର[ସମ୍ପାଦନା]

  1. ୧.୦ ୧.୧ "States and union territories". Retrieved 2007-09-07.
  2. Provisional Population Totals of India (2011)

ବାହାର ସ୍ରୋତ[ସମ୍ପାଦନା]