Jump to content

ତିର୍ତ୍ତୋଲ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ
ବିଧାୟକ : ରମାକାନ୍ତ ଭୋଇ (ବିଜେଡି) (୨୦୨୪)
ଆରକ୍ଷଣ: ଅନୁସୂଚିତ ଜାତି
ଭୋଟର ସଂଖ୍ୟା (୨୦୨୪): ୨,୬୬,୯୮୦
ଜିଲ୍ଲା: ଜଗତସିଂହପୁର
ଲୋକସଭା ଆସନ: ଜଗତସିଂହପୁର
ପଞ୍ଚାୟତ ସମିତି:

ତିର୍ତ୍ତୋଲ (କ୍ରମିକ ସଂଖ୍ୟା: ୧୦୨) ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବିରିଡ଼ି ବ୍ଳକ, ରଘୁନାଥପୁର ଓ ତିର୍ତ୍ତୋଲ ବ୍ଳକର କିଛି ଅଞ୍ଚଳ ।[୨][୩]

ଗତ ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥି ରମାକାନ୍ତ ଭୋଇ ଭାରତୀୟ ଜନତା ପାର୍ଟିର ପାର୍ଥି ରାଜକିଶୋର ବେହେରାଙ୍କଠାରୁ ୨୮,୪୯୫ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥି ବିଷ୍ଣୁ ଚରଣ ଦାସ ଭାରତୀୟ ଜନତା ପାର୍ଟିର ପାର୍ଥି ରମାକାନ୍ତ ଭୋଇଙ୍କଠାରୁ ୩୫,୪୪୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥିନୀ ରାଜଶ୍ରୀ ମଲ୍ଲିକ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ରାଜକିଶୋର ବେହେରାଙ୍କଠାରୁ ୪୦,୩୮୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ରୁ ୨୦୨୪ ମଧ୍ୟରେ ମୋଟ ୧୮ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୫][୬]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରବୀନ୍ଦ୍ର ନାଥ ଭୋଇ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ରାଜକିଶୋର ବେହେରାଙ୍କଠାରୁ ୩୪,୧୮୨ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୮]

୨୦୦୯ ବିଧାନ ସଭା ନିର୍ବାଚନ, ତିର୍ତ୍ତୋଲ [୯]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ରବୀନ୍ଦ୍ର ନାଥ ଭୋଇ ୮୨,୨୮୨ ୫୮.୭୩ -
କଂଗ୍ରେସ ରାଜକିଶୋର ବେହେରା ୪୮,୧୦୦ ୩୪.୩୩ -
ଭାଜପା ଲତାମଣୀ ଦାସ ୪,୫୧୪ ୩.୨୨ -
ସ୍ୱାଧୀନ ପ୍ରତିମା ମଲ୍ଲିକ ୨,୫୬୫ ୧.୮୩ -
ସପା ମିତାଞ୍ଜଳୀ ଦାସ ୧,୮୩୪ ୧.୩୧ -
କଳିଙ୍ଗ ସେନା ଯୁଗଳ କିଶୋର ମଲ୍ଲିକ ୮୧୫ ୦.୫୮ -
ଭୋଟ ବ୍ୟବଧାନ ୩୪,୧୮୨ ୨୪.୪୦* -
ମତଦାନ ହାର ୧,୪୦,୧୩୭ ୬୬.୧୧ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ


ଆଧାର[ସମ୍ପାଦନା]

  1. "Tirtol Assembly Election 2009, Orissa". empoweringindia.org. Archived from the original on 19 April 2014. Retrieved 19 June 2013. Constituency: Tirtol (102) District : Jagatsinghpur
  2. Assembly Constituencies and their Extent
  3. Seats of Odisha
  4. https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "State Elections 2004 - Partywise Comparision for 35-Tirtol Constituency of ORISSA". eci.nic.in. 2006. Retrieved 19 June 2013. List Of Winning Candidates
  6. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  7. "ଚିରସ୍ମରଣୀୟ ଜନନେତା". ସୂର୍ଯ୍ୟପ୍ରଭା. Retrieved 22 March 2016.[permanent dead link]
  8. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 34182
  9. http://eci.nic.in/eci_main/StatisticalReports/AE2009/stat_OR_April2009.pdf

ବାହାର ତଥ୍ୟ[ସମ୍ପାଦନା]