Jump to content

ପାରଳାଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ପାରଳାଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀ
ବିଧାୟକ : ରୂପେଶ କୁମାର ପାଣିଗ୍ରାହୀ (ବିଜଦ) (୨୦୨୪)
ଆରକ୍ଷଣ: ସାଧାରଣ
ମତଦାତା ସଂଖ୍ୟା (୨୦୨୪): ୨,୧୫,୭୦୬
ଜିଲ୍ଲା: ଗଜପତି
ଲୋକ ସଭା ନିର୍ବାଚନ ମଣ୍ଡଳୀ: ବ୍ରହ୍ମପୁର
ପଞ୍ଚାୟତ ସମିତି:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ପାରଳାଖେମୁଣ୍ଡି (କ୍ରମିକ ସଂଖ୍ୟା: (୧୩୭) ଗଜପତି ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧]
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପାରଳାଖେମୁଣ୍ଡି (ପୌ), କାଶିନଗର (ବିଅପ), ଗୋଷାଣୀ-ସଦର ବ୍ଳକ, କାଶିନଗର ବ୍ଳକ ଓ ଗୁମ୍ମା ବ୍ଳକ ।[୨][୩]
ଗତ ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରୂପେଶ ପାଣିଗ୍ରାହୀ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ କୋଦୁରୁ ନାରାୟଣ ରାଓଙ୍କ ଠାରୁ ୩,୯୯୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

୨୦୨୪ ନିର୍ବାଚନ ଫଳାଫଳ[ସମ୍ପାଦନା]

[୫]

୨୦୨୪ ବିଧାନ ସଭା ନିର୍ବାଚନ, ପାରଳାଖେମୁଣ୍ଡି [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ରୂପେଶ କୁମାର ପାଣଗ୍ରାହୀ ୫୬,୦୫୭ ୩୭.୫୮ -
କଂଗ୍ରେସ ବିଜୟ କୁମାର ପଟ୍ଟନାୟକ ୩୫,୬୭୪ ୨୩.୯୩ -
ଭାଜପା କେ. ନାରାୟଣ ରାଓ ୫୨,୦୨୯ ୩୪.୯ -
ସ୍ୱାଧୀନ ଅମୋଧ କୁମାର ବର୍ଦ୍ଧନ ୩୪୮ ୦.୨୩ -
ଆମ ଆଦମୀ ପାର୍ଟି ମନୋଜ କୁମାର ବଡ଼ନାୟକ ୧,୩୪୨ ୦.୯୦ -
ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ପି. ମୁରଲୀ କ୍ରିଷ୍ଣା ୪୨୯ ୦.୨୯ -
ସ୍ୱାଧୀନ ବିକାଶ ଚନ୍ଦ୍ର ସିଂ ୪୩୪ ୦.୨୯ -
ମାନସ ଲୋକଶକ୍ତି ଦଳ ପ୍ରବିନ୍ଦ୍ର ସିଂ ୩୦୨ ୦.୨ -
ଭୋଟ ବ୍ୟବଧାନ ୩,୯୯୮ ୨.୬୮* -
ମତଦାନ ହାର ୧,୪୯,୦୬୮ ୬୮.୦୯ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ରୁ ୨୦୨୪ ମଧ୍ୟରେ ମୋଟ ୧୭ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮]

ଆଧାର[ସମ୍ପାଦନା]

  1. "Paralakhemundi Assembly Election 2009, Orissa". empoweringindia.org. Archived from the original on 8 April 2014. Retrieved 8 June 2013. Constituency: Paralakhemundi (137) District : Gajapati
  2. Assembly Constituencies and their Extent
  3. Seats of Odisha
  4. https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "ଆର୍କାଇଭ୍ କପି". leadtech.in. Archived from the original on 27 May 2013. 14941 {{cite web}}: Cite has empty unknown parameter: |1= (help); Text "archive-6 June 2024" ignored (help)
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 79-Parlakhemundi Constituency of ORISSA". eci.nic.in. 2006. Retrieved 8 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  9. "ପୂର୍ବତନ ବିଧାୟକ ଏନ୍.କୁର୍ମୁ ନାୟକୁଲୁ ଦୋରାଙ୍କ ପରଲୋକ". Dharitri E-Paper. 21 February 2016. Archived from the original on 27 June 2022. Retrieved 27 June 2022.