Jump to content

ଭଦ୍ରା ବନ୍ୟପ୍ରାଣୀ ଅଭୟାରଣ୍ୟ

ଉଇକିପିଡ଼ିଆ‌ରୁ
Bhadra Wildlife Sanctuary
Bhadra Tiger Reserve
Wildlife Sanctuary
Tigers watching gaurs in Bhardra WLS
Tigers watching gaurs in Bhardra WLS
Country India
StateKarnataka
DistrictChikkamagaluru District and Shivamogga district
Established1951[୧]
Area
 • ସମୁଦାୟ492.46 km2 (190.14 sq mi)
Elevation
1,875 m (6,152 ft)
Languages
Time zoneUTC+5:30 (IST)
Nearest cityChikkamagaluru
Precipitation2,100 millimetres (83 in)

ଭଦ୍ରା ବନ୍ୟପ୍ରାଣୀ ଅଭୟାରଣ୍ୟ ଭାରତୀୟ ରାଜ୍ୟ କର୍ଣାଟକର ଚିକମାଗଲୁରୁର ଉତାର ପଶ୍ଚିମ ଅଞ୍ଚଳରେ ଥିବା ବନ୍ୟପ୍ରାଣୀ ଅଭୟାରଣ୍ୟ । [୨]ଏହା ସମୁଦ୍ରପତ୍ତାନଠାରୁ 1,875 ମିଟର ଉପରେ ରହିଛି । 

Geography[ସମ୍ପାଦନା]

ଭଦ୍ରାର ଭୌଗୋଳିକ ଅବସ୍ଥିତି 13˚22’ to 13˚47’ N latitude, 75˚29’ to 75˚45’ E longitude ଓ ଏହାର ପୂର୍ବାଞ୍ଚଳର ଅବସ୍ଥିତି 13˚30’ to 13˚33’ N latitude and 75˚44’ to 75˚47’ E longitude.

ଜଳବାଯୁ [ସମ୍ପାଦନା]

ଏଠାକାର ତାପମାନ 10ରୁ 35 ଡିଗ୍ରୀ ଯାଏ ରହିଥାଏ । ବାର୍ଷିକ ବୃଷ୍ଟିପାତ 1200ରୁ 2600 ମିଲିମିଟର ହେଇଥାଏ । .[୩]

ଇତିହାସ [ସମ୍ପାଦନା]

1951 ମସିହାରେ ଏହାକୁ ଜଗରା ଉପତ୍ୟକା ବନ୍ୟପ୍ରାଣୀ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇଥିଲା । ସେତେବେଳେ ଏହାର ଆୟତନ 77.45 ବର୍ଗ କିଲୋମିଟର ଥିଲା । ପରେ ଆଦିକ ଅଞ୍ଚଳକୁ ଏଥିରେ ମିଶେଇ 1974 ମସିହାରେ ଏହାକୁ ଭଦ୍ରା ବନ୍ୟପ୍ରାଣୀ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇଥିଲା ।   [୨]

ଏହା 1998 ମସିହାରେ " ପ୍ରୋଜେକ୍ଟ ଟାଇଗର " ଭାବରେ ମଧ୍ୟ ସ୍ୱୀକୃତ ହେଇଥିଲା । ଏହାକୁ ବ୍ୟାଘ୍ର ପ୍ରକଳ୍ପ କରିବାକୁ ଜଙ୍ଗଲ ଭିତରେ ଥିବା 26ଟି ଗ୍ରାମକୁ ସ୍ଥାନନ୍ତରିକରଣ କରାଯାଇଥିଲା । [୪]

ବୃକ୍ଷ[ସମ୍ପାଦନା]

ଭଦ୍ରା ଜଙ୍ଗଲରେ 120ରୁ ଉର୍ଦ୍ଧ ପ୍ରକାର ଭେଦର ବୃକ୍ଷ ଦେଖାଯାଏ । .[୫]

Fauna[ସମ୍ପାଦନା]

Tiger at Bhadra WLS

ଜୀବ [ସମ୍ପାଦନା]

ବ୍ୟାଘ୍ର ପ୍ରକଳ୍ପ ହେଲାପରେ ଏଠାରେ 33ଟି ବ୍ୟାଘ୍ର ଥିବାର ଗଣନା କରାଯାଇଛି । ଏହା ବ୍ଯତୀତ ଏଠାରେ ହାତୀ , ସଂବର , ଅରଣ୍ୟ ଶ୍ୱାନ , ହରିଣ ଆଦି ଭାରତୀୟ ଜଙ୍ଗଲ ମାନଙ୍କରେ ଥିବା ପଶୁ ଦେଖା ଯାଇଥାନ୍ତି । [୪][୬]

ଭଦ୍ରାଠାରେ ବୃହତ ଜନ୍ତୁର ସଂଖ୍ୟା 
[୨]
Tiger 25 33
Leopard 22 21
Elephant 161 203
Guar 139 186
Chital 780
Sambar 518
Bonnet macaque 248
Wild boar 470
Muntjac 749

ସରୀସୃପ [ସମ୍ପାଦନା]

ଏଠାରେ କୋବରା , ଭାଇପର , ରସେଲ ଭାଇପର କିଂ କୋବରା , ଡ୍ରାକୋ , କୁମ୍ଭୀର ଦେଖାଯାଇଥାନ୍ତି । .[୬]

ପକ୍ଷୀ [ସମ୍ପାଦନା]

ଏଠାରେ 300 ପ୍ରଜାତିର ସ୍ଥାନୀୟ ସ୍ଥାୟୀ ପକ୍ଷୀ ଓ ବିଦେଶାଗତ ପକ୍ଷୀ ଦେଖାଯାଇଥାନ୍ତି । [୪] କେତେକ ବିରଳ ପ୍ରଜାତିର ପକ୍ଷୀ ମଧ୍ୟ ଦେଖା ଯାନ୍ତି । 

ପ୍ରଜାପତି [ସମ୍ପାଦନା]

ଏଠାରେ ବିଭିନ୍ନ ପ୍ରଜାତିର ପ୍ରଜାପତି ଦେଖା ଯାଇଥାନ୍ତି । 

ଗ୍ୟାଲେରି [ସମ୍ପାଦନା]

ଆଧାର [ସମ୍ପାଦନା]

  1. Fact sheet of Bhadra Tiger Reserve, Wildlife Protection Society of India, retrieved 2012-02-01
  2. ୨.୦ ୨.୧ ୨.୨ {{cite web}}: Empty citation (help)
  3. About The Sanctuary, Karnataka State Wildlife Board, 2011, archived from the original on 2012-01-13, retrieved 2017-01-01
  4. ୪.୦ ୪.୧ ୪.୨ k karanth, krithi, Economic and Political Weekly (PDF)
  5. y l, Krishnamurthy (2010), Vegetation structure and floristic composition of a tropical dry deciduous forest in Bhadra Wildlife Sanctuary, Karnataka, India (PDF), vol. 51(2), International Society for Tropical Ecology, pp. 235–246
  6. ୬.୦ ୬.୧ Sanctuary - Flora and Fauna, Karnataka State Wildlife Board, 2011[permanent dead link]

9.Nanda, A, Krishna Murthy,Y.L and Suresh, H.S. (2013). Canopy trees phenology in a tropical dry deciduous and evergreen forest of Bhadra wildlife sanctuary, Karnataka, India. African journal of plant science 7(5): 170-175.

10.Nanda, A, Prakasha, H.M. Krishnamurthy, Y.L. and Suresh, H.S. (2012). Leafing phenology of canopy, under-storey trees and seasonality in a tropical evergreen forest of bhadra wildlife sanctuary, Karnataka, southern India. Indian Journal of Forestry, vol. 35 (4): 457-462. 11.Nanda, A, Prakasha, H.M. Krishnamurthy, Y.L. and Suresh, H.S. (2011). Phenology of leaf flushing, flower initiation and fruit maturation in dry deciduous and evergreen forests of Bhadra Wildlife Sanctuary, Karnataka, southern India. Our Nature, 9: 89-99. 12.Nanda, A, Prakasha, H.M. Krishnamurthy, Y.L. and Suresh, H.S. (2010). Phenology of a tropical dry forest: study from Bhadra Wildlife Sanctuary, Karnataka, peninsular India. Indian Journal of Forestry, vol. 33 (2): 167-172

ବାହାର ଲିଙ୍କ [ସମ୍ପାଦନା]