Jump to content

ବୌଦ୍ଧ ଜିଲ୍ଲା

ଉଇକିପିଡ଼ିଆ‌ରୁ
(Boudh districtରୁ ଲେଉଟି ଆସିଛି)
ବୌଦ୍ଧ
ଜିଲ୍ଲା
ରାମେଶ୍ୱର (ରାମନାଥ) ଦେଉଳ
ରାମେଶ୍ୱର (ରାମନାଥ) ଦେଉଳ
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାକନ୍ଧମାଳ
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୨ଟି ଆସନ
 
  • ୧. କଣ୍ଟାମାଳ(୦୮୫)
    ୨. ବୌଦ୍ଧ (୦୮୬)
Area
 • ଜିଲ୍ଲା3098 km2 (1,196 sq mi)
Population
 (୨୦୧୧)
 • ଜିଲ୍ଲା୪୩୯୯୧୭
 • Density136/km2 (350/sq mi)
 • Urban
୨୦୪୩୫
 • Rural
୪୧୯୪୮୨
 • ୬ ବର୍ଷରୁ କମ ଶିଶୁ
୫୯୦୯୪
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୬୨ ୦xx
ତାର (ଏସ୍.ଟି.ଡ଼ି)+୦୬୮୪x
ଯାନବାହାନ ପଞ୍ଚୀକରଣOD-27
ଜିଲ୍ଲାପାଳପ୍ରଶାନ୍ତ କୁମାର ପ୍ରଧାନ
WebsiteOfficial website

ବୌଦ୍ଧ ଜିଲ୍ଲା, ଓଡ଼ିଶାର ମଧ୍ୟରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ବୌଦ୍ଧ ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର ।

ଭୂଗୋଳ[ସମ୍ପାଦନା]

ଓଡ଼ିଶାର ମଧ୍ୟଭାଗରେ ଅବସ୍ଥିତ ବୌଦ୍ଧ ଜିଲ୍ଲାର ଆୟତନ ୩,୦୯୮ ବର୍ଗ କିମି୤

ଅବସ୍ଥିତି[ସମ୍ପାଦନା]

ମୁଖ୍ୟ ନଦୀ ଓ ଶାଖାନଦୀ[ସମ୍ପାଦନା]

ଜନସଂଖ୍ୟା[ସମ୍ପାଦନା]

୨୦୧୧ ଜନଗଣନା ଅନୁସାରେ, ବୌଦ୍ଧ ଜିଲ୍ଲାର ଲୋକସଂଖ୍ୟା ୪,୩୯,୯୧୭ ।[୧]

  • ପୁରୁଷ: ୨,୨୦,୯୯୩
  • ମହିଳା: ୨,୧୮,୯୨୪
    • ଛ ବର୍ଷରୁ କମ: ୫୯,୦୯୪
  • ପଢୁଆ ହାର ୭୨.୫୧%
    • ପୁରୁଷ: ୮୪.୪୯%
    • ମହିଳା: ୬୦.୪୪%

ବିଧାନ ସଭା ନିର୍ବାଚନ ମଣ୍ଡଳୀ[ସମ୍ପାଦନା]

  • କଣ୍ଟାମାଳ(୦୮୫)
  • ବୌଦ୍ଧ (୦୮୬)

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]