Jump to content

ବାଲେଶ୍ଵର (ଲୋକ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀ
ଲୋକ ସଭା ନିର୍ବାଚନ ମଣ୍ଡଳୀ
ବାଲେଶ୍ୱରର ଲୋକ ସଭା ନିର୍ବାଚନ ମଣ୍ଡଳୀ
ବାଲେଶ୍ୱରର ଲୋକ ସଭା ନିର୍ବାଚନ ମଣ୍ଡଳୀ
Official logo of ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀ
ଦେଶ ଭାରତ
ରାଜ୍ୟଓଡ଼ିଶା
ଜିଲାବାଲେଶ୍ୱର
Government
 • ସାଂସଦଶ୍ରୀକାନ୍ତ ଜେନା
 • ପରିଚାଳନାଲୋକ ସଭା
Time zoneUTClatd = 21 (ଭା.ମା.ସ.)
ପିନ କୋଡ଼
୭୫୬xxx
Area code୦୮୬୭୨
Websitebaleswar.nic.in


ବାଲେଶ୍ୱର ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ: [୧] [୨]

  1. ବଡ଼ସାହି
  2. ଜଳେଶ୍ୱର
  3. ଭୋଗରାଇ
  4. ବସ୍ତା
  5. ବାଲେଶ୍ୱର
  6. ରେମୁଣା
  7. ନୀଳଗିରି

ସାଂସଦଗଣ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Seats of Odisha
  2. Assembly Constituencies and their Extent
  3. "General Election 2019 - Election Commission of India". results.eci.gov.in. Retrieved 2019-06-16.

ଆହୁରି ଦେଖନ୍ତୁ[ସମ୍ପାଦନା]