Jump to content

ଓଡ଼ିଶାର ଲୋକ ସଭା ନିର୍ବାଚନ ମଣ୍ଡଳୀ ତାଲିକା

ଉଇକିପିଡ଼ିଆ‌ରୁ
ସଂ. ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଅନ୍ତର୍ଗତ ଜିଲ୍ଲା ୧୮ଶ ଲୋକ ସଭା ସଦସ୍ୟ[୨] ଦଳ
ବରଗଡ଼ ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲୀ, ବ୍ରଜରାଜନଗର, ଝାରସୁଗୁଡ଼ା ବରଗଡ଼, ଝାରସୁଗୁଡ଼ା ପ୍ରଦୀପ ପୁରୋହିତ ଭାଜପା
ସୁନ୍ଦରଗଡ଼ ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲୀ, ରାଉରକେଲା, ରାଜଗାଙ୍ଗପୁର, ବଣାଇ ସୁନ୍ଦରଗଡ଼ ଜୁଏଲ ଓରାମ ଭାଜପା
ସମ୍ବଲପୁର କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢ଼ାଖୋଲ, ଦେବଗଡ଼, ଛେଣ୍ଡିପଦା, ଆଠମଲ୍ଲିକ ସମ୍ବଲପୁର, ଦେବଗଡ଼, ଅନୁଗୋଳ ଧର୍ମେନ୍ଦ୍ର ପ୍ରଧାନ ଭାଜପା
କେନ୍ଦୁଝର ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ କେନ୍ଦୁଝର, ମୟୂରଭଞ୍ଜ ଅନନ୍ତ ନାୟକ ଭାଜପା
ମୟୂରଭଞ୍ଜ ଜଶୀପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷି, ଉଦଳା, ବାରିପଦା, ମୋରଡ଼ା ମୟୂରଭଞ୍ଜ ନବ ଚରଣ ମାଝି ଭାଜପା
ବାଲେଶ୍ୱର ବଡ଼ସାହି, ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା, ନୀଳଗିରି ବାଲେଶ୍ୱର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଭାଜପା
ଭଦ୍ରକ ସୋର, ଶିମୂଳିଆ, ଭଣ୍ଡାରିପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର, ଚାନ୍ଦବାଲି ଭଦ୍ରକ, ବାଲେଶ୍ୱର ଅଭିମନ୍ୟୁ ସେଠୀ ଭାଜପା
ଯାଜପୁର ବିଞ୍ଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରାଇ, ସୁକିନ୍ଦା ଯାଜପୁର ରବୀନ୍ଦ୍ର ନାରାୟଣ ବେହେରା ଭାଜପା
ଢେଙ୍କାନାଳ ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପର୍ଜଙ୍ଗ, ପାଲଲହଡ଼ା, ତାଳଚେର, ଅନୁଗୋଳ ଢେଙ୍କାନାଳ, ଅନୁଗୋଳ ରୁଦ୍ର ନାରାୟଣ ପାଣି ଭାଜପା
୧୦ ବଲାଙ୍ଗୀର ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ଼, ବଲାଙ୍ଗୀର, ଟିଟଲାଗଡ଼, କଣ୍ଟାବାଞ୍ଝି ବଲାଙ୍ଗୀର, ସୁବର୍ଣ୍ଣପୁର ସଙ୍ଗୀତା କୁମାରୀ ସିଂଦେଓ ଭାଜପା
୧୧ କଳାହାଣ୍ଡି ନୂଆପଡ଼ା, ଖଡ଼ିଆଳ, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା କଳାହାଣ୍ଡି, ନୂଆପଡ଼ା ମାଳବିକା ଦେବୀ ଭାଜପା
୧୨ ନବରଙ୍ଗପୁର ଉମରକୋଟ, ଝରିଗାଁ, ନବରଙ୍ଗପୁର‎, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା ନବରଙ୍ଗପୁର, ମାଲକାନଗିରି, କୋରାପୁଟ ବଳଭଦ୍ର ମାଝି ଭାଜପା
୧୩ କନ୍ଧମାଳ ବାଲିଗୁଡ଼ା, ଘୁ. ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା, ଭଞ୍ଜନଗର କନ୍ଧମାଳ, ବୌଦ୍ଧ, ନୟାଗଡ଼, ଗଞ୍ଜାମ ସୁକାନ୍ତ କୁମାର ପାଣିଗ୍ରାହୀ ଭାଜପା
୧୪ କଟକ ବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟି-କଟକ, ଚୌଦ୍ୱାର - କଟକ, କଟକ ସଦର, ଖଣ୍ଡପଡ଼ା କଟକ, ନୟାଗଡ଼ ଭର୍ତ୍ତୃହରି ମହତାବ ଭାଜପା
୧୫ କେନ୍ଦ୍ରାପଡ଼ା ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର, ମହାକାଳପଡ଼ା କେନ୍ଦ୍ରାପଡ଼ା, କଟକ ବୈଜୟନ୍ତ ପଣ୍ଡା ଭାଜପା
୧୬ ଜଗତସିଂହପୁର ନିଆଳି, ପାରାଦ୍ୱୀପ, ତିର୍ତ୍ତୋଲ, ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର, ନିମାପଡ଼ା ଜଗତସିଂହପୁର, କଟକ, ପୁରୀ ବିଭୁ ପ୍ରସାଦ ତରାଇ ଭାଜପା
୧୭ ପୁରୀ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର, ନୟାଗଡ଼ ପୁରୀ, ଖୋର୍ଦ୍ଧା, ନୟାଗଡ଼ ସମ୍ବିତ ପାତ୍ର ଭାଜପା
୧୮ ଭୁବନେଶ୍ୱର ଏକାମ୍ର, ଖୋର୍ଦ୍ଧା, ଜଟଣୀ, ଭୁବନେଶ୍ୱର ମଧ୍ୟ, ବେଗୁନିଆ, ଭୁବନେଶ୍ୱର ଉତ୍ତର, ଜୟଦେବ ଖୋର୍ଦ୍ଧା ଅପରାଜିତା ଷଡ଼ଙ୍ଗୀ ଭାଜପା
୧୯ ଆସିକା ପୋଲସରା, କବିସୂର୍ଯ୍ୟ ନଗର, ଖଲ୍ଲିକୋଟ, ଆସିକା, ସୋରଡ଼ା, ସାନଖେମୁଣ୍ଡି, ହିଞ୍ଜିଳି ଗଞ୍ଜାମ ଅନୀତା ଶୁଭଦର୍ଶିନୀ ଭାଜପା
୨୦ ବ୍ରହ୍ମପୁର ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି ଗଞ୍ଜାମ, ଗଜପତି ଡଃ. ପ୍ରଦୀପ କୁମାର ପାଣିଗ୍ରାହୀ ଭାଜପା
୨୧ କୋରାପୁଟ ଗୁଣୁପୁର, ବିଷମ କଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟ୍ଟାଙ୍ଗି କୋରାପୁଟ, ରାୟଗଡ଼ା ସପ୍ତଗିରି ଶଙ୍କର ଉଲାକା କଂଗ୍ରେସ

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]